ଝାରବନ୍ଧ, ୨୬/୧ : ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଆୟୋଜିତ ବ୍ଲକସ୍ତରୀୟ ପରେଡ ପ୍ରତିଯୋଗିତାରେ ପଞ୍ଚାୟତ ସମିତି ଡିଗ୍ରୀ କଲେଜର ବାଳିକା ପରେଡ ଦଳ ଦ୍ବାରା ପ୍ରଥମ ପୁରସ୍କାର ଅର୍ଜନ କରାଯାଇଛି। ଏହି ଅସାଧାରଣ ସଫଳତାରେ ଛାତ୍ରୀମାନେ ପୁରସ୍କାର ସହ କମ୍ପିତ ଉତ୍ସାହରେ ଖୁସି ପ୍ରକାଶ କରୁଥିବା ଏକ ଆକର୍ଷଣୀୟ ଦୃଶ୍ୟ!
Posted by Nabaduta News editor :
Bikash Pradhan
.