Hot Posts

6/recent/ticker-posts

ସନ୍ଧ୍ୟା ହେଲେ ଶିବାଛକ ରାସ୍ତା ରେ ଟ୍ରାଫିକ ଜାମ

ବରୀ, ୨୭/୧୦ ( ରଂଜିତ ମହାନ୍ତି ) : ବରୀ ବରୁଆଁ ମୁଖ୍ୟଗମନାଗମନ ରାସ୍ତା ର ଶିବାଛକ ନିକଟରେ ସନ୍ଧ୍ୟା ହେଲେ ଟ୍ରlଫିକ ଜାମ ରହୁଛି l ବରୁଆଁ ଠାରୁ କଳାମାଟିଆ ମୁଖ୍ୟଗମନା ଗମନ ରାସ୍ତା ହେଇଥିବାରୁ ପ୍ରତ୍ୟେକ ବହୁ ସଂଖ୍ୟା ରେ ଯାନ ବାହନ ଯାତାୟତ କରିଥାଏ l ଶିବାଛକ ରାସ୍ତା ରେ ସନ୍ଧ୍ୟା ସମୟରେ ବହୁ ସମୟରେ ଟ୍ରାଫିକ ଜlମା ହେବା ଗାଡି ଲମ୍ଭି ରହିବା ଦୀର୍ଘ ସମୟରେ ଲୋକମାନଙ୍କୁ ଯାତାୟତ ରେ ଘୋର ଅସୁବିଧା ସମ୍ମୁଖୀନ ହେlବକୁ ପଡୁଛି l ସେହିପରି ସନ୍ଥନ ଛକ ବହୁ ସମୟରେ ରାସ୍ତା ଜାମ ହେବା ଫଳରେ ଯାତ୍ରୀମାନେ ବହୁ ସମୟରେ ଅସୁବିଧା ର ସମ୍ମୁଖୀନ ହେଇଛନ୍ତି l