ବାସୁଦେବପୁର, ୨୭/୧୦ ( ଅକ୍ଷୟ କୁମାର ବେହେରା ) : ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ ନାୟକାଣିଡିହି ଗ୍ରାମ ପଂଚାୟତ ବିକୁ ଜନତା ଦଳର ମହିଳା ସମାବେଶ ସାଧାରଣ ବ୍ୟେଠକ ଆୟୋଜିତ ହୋଯାଇଅଛି, ଏହି ବୈଠକ ରମାକାନ୍ତ ସେବା ଫାଉଣ୍ଡେସନର ସଭାପତି, ରାମାକାନ୍ତ ପ୍ରଧାନ (ପୁଣ୍ଟୁ ଭାଈ) ଏବଂ ସମସ୍ତ ସଦସ୍ୟ ମାନଙ୍କ ସହଯୋଗରେ ଆୟୋଜିତ ହୋଇଥିଲା, ଏବଂ ଏହି ବୈଠକରେ ହଜାର ହଜାର ସଂଖ୍ୟାରେ ଲୋକ ଯୋଗ ଦେଇଥିଲେ, ଏପଟେ ଡବଲ ଇଞ୍ଜିନ ସରକାର ଲୋକମାନଙ୍କୁ, ଅସୁବିଧାରେ ସମ୍ମୁଖୀନ ହେଉଥିବା ବେଳେ, ଏପଟେ ପିଣ୍ଟୁ ଭାଈ ସହଯୋଗର ହାତ ବଢାଇଛନ୍ତି, ଜନ ସାଧାରଣଙ୍କୁ, ବାସୁଦେବପୁରୁର କଂଗ୍ରେସ ର ବିଧାୟକ ଅଶୋକ ଦାସ ଯାହା ଲୋକ ମାଙ୍କର ସାହାଯ୍ୟ ନ କରିପାରିଛନ୍ତି, ତାହା କରି ଦେଖାଇଛି ଆମା ପିନ୍ତୁ ଭାଈ, ରାସନ କାର୍ଡ, ଠାରୁ ଆରମ୍ଭ କରି ରାସ୍ତା, ଘାଟ, ଏମିତି କି ମେଡିକାଲ୍ ପର୍ଯ୍ୟନ୍ତ, ଅସୁିଧାରେ ପଡ଼ୁଥିବାରେ ପଡୁଥିବା ବେଳେ, ଆମକୁ ପିନ୍ଟୁ ଭାଈ ସହଯୋଗର, ହାତ ବଢାଇଛନ୍ତି ବୋଲି, କହିଛନ୍ତି, ଜନସାଧାରଣ ,ରାମାକାନ୍ତ ଫାଉଣ୍ଡେସନର ପିଣ୍ଟୁ ଭାଈ ନାୟକଣିଡିହି ଗ୍ରାମ ପଂଚାୟତର ସମସ୍ତ ଜନସାଧାରଣଙ୍କ ସୁଖ ଦୁଃଖର ସାଥ ଡେଇ ଆସିଛନ୍ତି ଏବଂ ଆଗାମି ଦିନର ବଞ୍ଚି ଥିବା ଯାଏ ସମସ୍ତ ସୁଖ ଦୁଃଖର ସାଥୀ ହେବେ ବୋଲି କହିଛନ୍ତି, ହଜାର ହଜାର ଜନ ସାଧାରଣଙ୍କ ମଧ୍ୟରୁ ମାଆ ଜଣଙ୍କ ଜଣଙ୍କ କଣ୍ କହୁଛନ୍ତି ନଜର ପକାନ୍ତୁ ଦର୍ଶକ ବନ୍ଧୁ, ମାସୁବିଧ ବେଳେ, ପିଣ୍ଟୁ ଭାଈ ତାଙ୍କ ଜୀବନକୁ ବାଜି ଲଗାଇ ମତେ ସାହାଯ୍ୟ କରୁଛନ୍ତି, ମୁ ତାଙ୍କ ଋଣ କେବେ ସୁଜି ପାରିବି ନାହି, କିନ୍ତୁ ଆଶୀର୍ବାଦ କରୁଛି, ତାଙ୍କୁ ଭଗବାନ ସଦା ସର୍ବଦା ଭଲରେ ରଖନ୍ତୁ, ଆଉ ଇମିତି ଲୋକେ ମାନଙ୍କ ଏମିତି ସଦା ସର୍ବଦା ସବୁବେଳେ ସାହାଯ୍ୟ କରନ୍ତୁ, ଏତିକି ଶୁଣି ପିଣ୍ଟୁ ଭାଈଙ୍କ ଆଖିରୁ ହୁହ ଆସିଯାଇଥିଲା, ଏବଂ ନାୟକଣିଡିହି ଗ୍ରାମ ପଂଚାୟତର ପ୍ରତେକ ୱାର୍ଡର ଏବଂ ସମସ୍ତ ସମସ୍ତ ପରିବାରର ସଦସ୍ୟ ମର, ବାପା, ମାଆ, ଭାଈ, ଭାଉଣି, ମର ଗୋଟ ଗୋଟେ ପରିବାର ବୋଲି କହିଛନ୍ତି, ଓ ଆପଣଙ୍କ ସୁଖ ଦୁଃଖର ସମସ୍ତ ପାଖରେ ଛିଡ଼ା ହେବେ ବୋଲି,ଲୋକ ସମାଜକୁ ବାର୍ତ୍ତା ଦେଇଛନ୍ତି, ସମୟ ଜନ ସାଧାରଣ ପିଣ୍ଟୁ ଅମେ ଆପଣଙ୍କ ସାଥିରେ ଅଛି ଏବଂ ଆଗାମି ଦିନରେ ଆମେ ଆପଣଙ୍କ ସାଥିରେ ରହିମୁ ବୋଲି ସମସ୍ତ ଜନ ସାଧାରଣ ମାନ୍ ପିଣ୍ଟୁ ଭାଈଙ୍କୁ ପ୍ରତିଶ୍ମର୍ତି ଦେଇଛନ୍ତି ,
ବାସୁେବପୁରୁ ଅକ୍ଷୟ କୁମାର ବେହେରା
