କରଞ୍ଜ ଅଡିଆ ଉଚ୍ଚ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ଥରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ
ଭଦ୍ରକ, ୨୧/୧୦ ( ଅକ୍ଷୟ କୁମାର ବେହେରା ) : ବାସଦେବପୁର ବ୍ଲକ ର କରଞ୍ଜ ଅଡିଆ ଉଚ୍ଚ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ଥରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି, ପ୍ରଧାନ ଶିକ୍ଷକ ସୁଦାମ ବେହେରା, ସିଆର ସି ସି ଲଳିତ ମୋହନ ରାୟ, ମୁଖ୍ୟ ଅତିଥି ଭାବେ ଏବିଓ ଅମୀୟ କୁମାର ମହାଳିକ, ଅନ୍ୟତମ ଅତିଥିଭାବେ ସରପଞ୍ଚ ମାର୍କଣ୍ଡ ତରାଇ, ପୁରାତନ ଛାତ୍ର ସୁଶାନ୍ତ କୁମାର ବାରିକ, ଶିକ୍ଷାବିତ ସନାତନ ବେହେରା, ଗୟାଧର ଦାସ, ପାର୍ଥ ସାରଥୀ ବିଶ୍ୱାଳ ପ୍ରମୁଖ ଯୋଗ ଦେଇଥିଲେ, ରାଜଘର ପୋଖରୀ ଉଚ୍ଚ ବିଦ୍ୟାଳୟ ଠାରେ ମୁଖ୍ୟ ଅତିଥିଭାବେ ଏ ବି ଇ ଓ ଅମୀୟ କୁମାର ମହାଳିକ, ଅନ୍ୟ ତମ ଅତିଥିଭାବେ ସିଆର ସିସି ଗଙ୍ଗାଧର ବେରା, ସରପଞ୍ଚ ଅରୁଣ କୁମାର ମହାନ୍ତି,, ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ସେଠି, ମନୋଜ ଅଗସ୍ଥି ପ୍ରମୁଖ ଯୋଗ ଦେଇଥିଲେ, ଜେକେ ହାଇସ୍କୁଲ ପଦ୍ମପୁର ଠାରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଏ ବିଓ ତପନ କୁମାର ଦ୍ବିବେଦୀ, ଅନ୍ୟ ତମ ଅତିଥିଭାବେ ପ୍ରଧାନ ଶିକ୍ଷକ କାର୍ତିକ ଚାରଣ ପଣ୍ଡିତ, ସିଆର ସିସି ଅଜିତ କୁମାର ମହାରଣା, ସଦାନନ୍ଦ ପାଣିଗ୍ରାହୀ, ସରପଞ୍ଚ ରାଜେନ୍ଦ୍ର ନାରାୟଣ ନାୟକ ଯୋଗ ଦେଇଥିଲେ, ରଜନୀ ଦେବୀ ଉଚ୍ଚ ବିଦ୍ୟାଳୟ ଠାରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ଶିକ୍ଷବିତ ଶ୍ୟାମସୁନ୍ଦର ପଳିତା, ମୁଖ୍ୟ ବକ୍ତା ଭାବେ ଅଭିମନ୍ୟୁ ବେହେରା, ଅନ୍ୟତମ ଅତିଥିଭାବେ ଶିକ୍ଷବିତ ଅନିରୁଦ୍ଧ ଧନୀ, ସରପଞ୍ଚ ବାସୁଦେବ କାଣ୍ଡି, ପ୍ରଧାନ ଶିକ୍ଷକ ଉପେନ୍ଦ୍ର ପ୍ରସାଦ ମହାଳିକ, ସିଆର ସି ସି ସନ୍ତୋଷ କୁମାର ପତି ଯୋଗ ଦେଇଥିଲେ, ସେହିପରି ଚନ୍ଦିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ଶିକ୍ଷାବିତ ଅନିରୁଦ୍ଧ ଧନୀ, ଅନ୍ୟତମ. ଅତିଥିଭାବେ ମନୋଜ କୁମାର ଅଗସ୍ଥି, ସନ୍ତୋଷ କୁମାର ଦୀକ୍ଷିତ, ମନ୍ମଥ ଅଗସ୍ଥି, ଅଭିଷେକ ପାତ୍ର, ସଞ୍ଜୟ କୁମାର ଜେନା, ଖଗେଶ୍ୱର ନାୟକ ପ୍ରମୁଖ ଯୋଗ ଦେଇଥିଲେ, ଉପରୋକ୍ତ ସମସ୍ତ କ୍ଲଷ୍ଟର ର ସମସ୍ତ ବିଦ୍ୟାଳୟ ର ୫୦୦ ରୁ ଉର୍ଦ୍ଧ ଛାତ୍ରୀ ଛାତ୍ର ବିଭିନ୍ନ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିଲେ, ଛାତ୍ରୀ ଛାତ୍ର ମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇ ଥିଲା, ଶେଷରେ କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ,
ବାସୁେଦେବପୁରୁ ଅକ୍ଷୟ କୁମାର ବେହେରା