ଜେକେବିକେ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ.
କଟକ, ୦୯/୧୦ ( କାଁହୁ ଚରଣ ବାରିକ ) : ଜେକେବିକେ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ. ଜାତୀୟ କବି ବୀରକିଶୋର (ଜେକେବିକେ) ସରକାରୀ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ବିଭିନ୍ନ ପଦବୀରେ ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଛାତ୍ରସଂସଦ ନିର୍ବାଚନ ପାଇଁ ଷ୍ଟୁଡେଣ୍ଟ୍ସ ୟୁନିୟନ୍ ତରଫରୁ: ସଭାପତି: ଓମ୍ ମହାରଣା ସାଧାରଣ ସମ୍ପାଦକ: ସତ୍ୟପ୍ରକାଶ ନାୟକ.ଏହି ଅବସରରେ ମହାବିଦ୍ୟାଳୟ ପରିସରରେ ଉତ୍ସାହପୂର୍ଣ୍ଣ ପରିବେଶ ଦେଖିବାକୁ ମିଳିଥିଲା। ବହୁ ଛାତ୍ରଛାତ୍ରୀ ଉପସ୍ଥିତ ରହି ପ୍ରାର୍ଥୀଙ୍କୁ ସମର୍ଥନ ଜଣାଇଥିଲେ।
କଟକ ରୁ କାଁହୁଚରଣ ବାରିକ