ଲଇକେରା ରେ ପୁଅଜିଉଁତିଆ ଓଷା ବା ଦୁତିବାହନ ଓଷା ପାଳିତ
ଲଇକେରା, ୦୩/୧୦ ( ଅନିଲ କୁମାର ସରାଫ ) : ଝାରସୁଗୁଡା ଜିଲ୍ଲା ଲଇକେରାରେ ମୂଳାଷ୍ଟମୀ ଦିନ ବିଭିନ୍ନ ସ୍ଥାନରେ ପୁଅଜିଉଁତିଆ ବା ଦୁତିବାହନ ଓଷା ପାଳିତ ହୋଇଯାଇଛି ।ଓଷାର ପରଦିନ ସକାଳେ ସୁସ୍ନାନ ସାରି ମା ମାନେ ନିଜ ନିଜ ପୂଅ ଝିଅ ମାନଙ୍କୁ ନବବସ୍ତ୍ର ପିନ୍ଧାଇ ଦୁବ ଚଢାଇ ମଙ୍ଗଳ ମନାସୀ ଜିଉଁତିଆ ପିନ୍ଧାନ୍ତି । ଏହି ପୁଅ ଜିଉଁତିଆ ଓଷା କୁ ବନମାଳୀ ମିଶ୍ର ପୂଜା ସମ୍ପାଦନ କରିଥିବା ବେଳେ ଡେଭିରୀ ପୂଜାକୁ ପ୍ରଶାନ୍ତ ରାଏ ପୂଜା କରିଥିଲେ ।
ଲଇକେରା ରୁ ଅନିଲ କୁମାର ସରାଫ ଙ୍କ ରିପୋର୍ଟ