Hot Posts

6/recent/ticker-posts

ପେଣ୍ଟl ଉଚ୍ଚ ବିଦ୍ୟାଳୟ ରେଗିଙ୍ଗି ଘଟଣାର ପୋଲିସ ଏବଂ ମଙ୍ଗଳ ବିଭାଗର ତଦନ୍ତ ଶେଷ।

ରାୟଗଡ଼ା, ୦୮/୦୯ ( ଭି. ଗୌରି ଶଙ୍କର ରାଓ ) : ରାୟଗଡ ବ୍ଲକ ପେଣ୍ଟl ଉଚ୍ଚ ବିଦ୍ୟାଳୟରେ ରେ ରେଗିଙ୍ଗ ଘଟଣାରେ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ( WO) ଙ୍କ ତଦନ୍ତ ଶେଷ ।ତଦନ୍ତରେ ରାଗିଙ୍ଗ ଘଟଣା ମିଥ୍ୟା ବୋଲି ପ୍ରକାଶ କଲେ ଜିଲ୍ଲା ମଙ୍ଗଳ ଅଧିକାରୀ ।ଜିଲ୍ଲା ପ୍ରଶାସନକୁ ବଦନାମ କରିବା ପାଇଁ କରାଯାଇଥିଲା ଷଡଯନ୍ତ୍ର-ଜିଲ୍ଲା ମଙ୍ଗଳ ଅଧିକାରୀ ।ଏହି ଘଟଣାରେ ଡ଼ରାଇ ଧମକାଇ ହଷ୍ଟେଲ ଭିତରକୁ ପ୍ରବେଶ କରି ମିଛ କହିବାକୁ କହି ଭିଡିଓ ରେକର୍ଡ଼ିଂଗ କରି ସୋସିଆଲ ମିଡିଆରେ ଛାଡିଥିବାରୁ ମାଡ଼ ଖାଇଥିବା ଛାତ୍ରଙ୍କ ସମ୍ପର୍କୀୟ ପଙ୍କଜ ନାଏକ ଏବଂ ରାହୁଲ ନାଏକଙ୍କ ନାଁରେ ଚାନ୍ଦିଲି ଥାନାରେ ଏତେଲା,ସହିତ ଯେଉଁ ୧୦ଶ୍ରେଣୀ ଛାତ୍ର ମାଡ଼ ମାରିଥିଲେ ତାଙ୍କୁ୧୫ ଦିନ ପାଇଁ ହଷ୍ଟେଲରୁ ରେଷ୍ଟି କେଟ କରଯାଇଛି।ସେ ସାଧାରଣ ଭାବେ ସ୍କୁଲକୁ ଆସି ପାଠ ପଢ଼ିପରିବେ । ରୋଷେୟା ( CCA ) ଆନନ୍ଦ ମାଣ୍ଡାଙ୍ଗିଙ୍କ ମୋବାଇଲରୁ ମାଡ଼ ଖାଇଥିବା ଛାତ୍ର ଫୋନ କରି ନିଜ ସମ୍ପର୍କୀୟଙ୍କୁ ଡାକିଥିବାରୁ ରୋଷେୟା ଆନନ୍ଦ ମାଣ୍ଡାଙ୍ଗୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି । ହଷ୍ଟେଲରେ ପହଞ୍ଚି ପୋଲିସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଛାତ୍ର ମାନଙ୍କୁ କଲେ କାଉଁସିଲିଙ୍ଗ ।