Hot Posts

6/recent/ticker-posts

ଭାରସାମ୍ୟ ହରାଇ ଡିଭାଇଡର କୁ ଧକା ଦେଲା ଗାଡି।

ଭଦ୍ରକ, ୦୬/୦୯ ( ନବଦୂତ ) : ସୁଚନା ଅନୁଯାଇ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଏନଏସି ଅଧିନ ଧାମନଗର ୧୬ନମ୍ଵର ଜାତୀୟ ରାଜପଥ ଛକ ରୋଡ଼ କ୍ରସିଂ ଡିଭାଇଡ଼ର କୁ ଧକା ଦେଲା ଏକ ଗାଡି ,ଅଳ୍ପକେ ବର୍ତୀଲେ ଗାଡିର ଚାଳକ। ଦୁର୍ଘଟଣା ଗ୍ରସ୍ତ ଗାଡିର ଚାଳକ ସାମାନ୍ୟ କ୍ଷତି ହୋଇଥିବାର ସୂଚନା ମିଳିଛି।


ନବଦୂତ, ମାନସ କୁମାର ସାହୁ