ଶ୍ରୀଶ୍ରୀ ନନ୍ଦଲାଲ ଜୀଉଙ୍କ ମଠ ରେ ନନ୍ଦଉତ୍ସବ ପାଳନ
ବରୀ, ୦୭/୦୯ ( ରଂଜିତ ମହାନ୍ତି ) : ବରୀ ବ୍ଳକ ଭଅଁରା ଗ୍ରାମ ପଞ୍ଚାୟତର ଭଅଁରା ଗ୍ରାମର ବହୁ ପୁରାତନ ଶ୍ରୀଶ୍ରୀନନ୍ଦଲାଲ ଜୀଉଙ୍କ ମଠ ରେ ନନ୍ଦଉତ୍ସବ ମହାଆଡ଼ମ୍ବବ ର ସହକାରେ ନନ୍ଦଉତ୍ସବ ପାଳନ ହେlଇଛି l ଭାଗବତ ପାଠ ସହିତ ହୋମ ନନ୍ଦଲାଲ ଜୀଉଙ୍କ ପୂଜା ସହିତ ନନ୍ଦଉତ୍ସବ ସହିତ ଭଜନ କୀର୍ତ୍ତନ ପରିବେଷଣ ହେlଇଥିଲା l ପୂଜକ ଭାବେ ଚିନ୍ମୟ ଦାଶ ଠାକୁରଙ୍କ ପୂଜା ଅର୍ଚନା କରିଥିବା ବେଳେ ନନ୍ଦଲାଲଜୀଉ ମଠ ର ମହାରାଜ ରାମେଶ୍ୱର ଦାଶ, ଶ୍ରୀ ଶ୍ରୀ ଗୋପୀନାଥ ଜୀଉ ମଠ ଋଷିପୁର ର ଅଧିକାରୀସଚି ନନ୍ଦନ ଦାଶ ମହାରାଜ ଉପସ୍ଥିତ ଠାକୁର ସୁସଜିତ କରିବା ସହିତ ଆଳତି କରିଥିଲେ l ଏଥିରେ ଆଖ ପାଖ ଅଞ୍ଚଳ ର ବହୁ ଶ୍ରଦ୍ଧାଳୁ ଯୋଗଦାନ ବିଭୂ କୃପାଲାଭ କରିଥିଲେ l ଗ୍ରାମବାସୀ ମାନଙ୍କ ସହଯୋଗ କରିଥିଲେ