Hot Posts

6/recent/ticker-posts

ଜିଲା ପୌରପାଳିକା ପକ୍ଷରୁ ଦୋକାନବଜାର ରେ ଖାଦ୍ୟ ସାମଗ୍ରୀ ଯାଞ୍ଚ।

ଭଦ୍ରକ ୦୨/୦୯ ( ନବଦୂତ ) : ସୂଚନା ମୁତାବିକ-ଭଦ୍ରକ ଜିଲା ସହରାଞ୍ଚଳ ରେ ଖାଦ୍ୟ ସୁରକ୍ଷା ବିଭାଗ ଓ ପୌର ପାଳିକା ତରଫରୁଖାଦ୍ୟପେୟ ର ମାନ ଯାଞ୍ଚ କଢ଼ାନୁଷ୍ଠାନ ଗ୍ରହଣ।ଭଦ୍ରକ ସହର ରେ ଅଧିକାଂସ ବିଭିନ୍ନ ପ୍ରକାର ମିଠା ଦୋକାନ, ଜଳଖିଆଦୋକାନ, ଓ ହୋଟେଲ ମାନଙ୍କରେ ଫୁଡ଼ ହାଇଯିନିକ ସୁରକ୍ଷା ବିଭାଗ ତରଫରୁ ଖାଦ୍ୟ ସାମଗ୍ରୀ ର ମାନ ଯାଞ୍ଚ ପରୀକ୍ଷା କଢ଼ା କରାଯାଇଛି।ଭଦ୍ରଜ ସହରରେ ଯଥା ନୂଆବଜାର, ଚରମ୍ପା, ବଜାର, ଗେଲପୁର ଛକ, କଚେରୀ ବଜାର ଓ ଅନ୍ୟ ଆଡ଼େବହୁ ଜଳଖିଆ ଦୋକାନରେ ପ୍ରତେକ ଖାଦ୍ୟ ସାମଗ୍ରୀ ର ଗୁଣବତା, ଯାଞ୍ଚ ବେଳେ, ଡୋଜନରେ ପରିମଳ ନିଅମ ଉଲଂଘନ କରିଥିବା କିଛି ଡୋଜନୀ ଙ୍କ ଠାରୁ ମଧ୍ୟ ଯୋରୀମାନା ଆଦାୟ କରାଯାଇଛି। ଜନସାଧାରଣ ମାନଙ୍କ ସ୍ୱାସ୍ଥ୍ୟ ସମସ୍ୟା କୁ ନଜର ରଖି ଆଗାମୀ ଦିନରେ ଖାଦ୍ୟର ମାନ ଯାଞ୍ଚପରୀକ୍ଷା ଅଧିକ କଢ଼ା କଢ଼ି କରାଯିବ ବୋଲି ସୂଚନା ମିଳିଛି।