ଜନ କଲ୍ୟାଣ ପ୍ରତିଷ୍ଠାନ ତରଫରୁ ନୂତନ ଭାବେ ଦାଇତ୍ଵ ଗ୍ରହଣ କରିଥିବା ବେଗୁନିଆ ଥାନା ଆରକ୍ଷୀ ନିରୀକ୍ଷକ ସୁସାନ୍ତ କୁମାର ଦଳେଇଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା
ବେଗୁନିଆ, ୦୪/୦୯ ( ମାନସ ରଞ୍ଜନ କର ) : ଜନକଲ୍ୟାଣ ପ୍ରତିଷ୍ଠାନ ତରଫରୁ ନୂତନ ଭାବେ ଦାଇତ୍ଵ ଗ୍ରହଣ କରିଥିବା ବେଗୁନିଆ ଥାନା ଆରକ୍ଷୀ ନିରୀକ୍ଷକ ସୁସାନ୍ତ କୁମାର ଦଳେଇଙ୍କୁ ଜନକଲ୍ୟାଣ ପ୍ରତିଷ୍ଠାନର ସଭାପତି ଅକ୍ଷୟ କୁମାର ରଥ, ଉପ ସଭାପତି ଅମିତି ବକ୍ସ, ବେଗୁନିଆ ଗ୍ରାମ୍ୟ କମିଟି ସଭାପତି ମାୟାଧର ମାର୍ଥା, ଖୋରଧା ଜିଲ୍ଲା ବିଜେପି ସଂପାଦକ ମହମ୍ମଦ କାଲାମ, ଜବାର ବକ୍ସ, ବିଣାପାଣି ମାର୍କେଟ କମ୍ପ୍ଲେସର ସଭାପତି ବନ୍ଦିତାରାଣି ଦାସ, ବୋଲଗଡ଼ ଗୋଷ୍ଠି ଶିକ୍ଷାଅଧିକାରି ପ୍ରମୋଦ କୁମାର ସ୍ଵାଇଁ,ସମାଜସେବି ଲୋକନାଥ ଜେନା, ପୂର୍ଣ୍ଣଚନ୍ଦ୍ର ବେହେରା ଓ ସଂପାଦକ ସାମ୍ବାଦିକ ମାନସ ରଞ୍ଜନ କରଉପସ୍ତିତ ରହି ଜଗତରନ୍ନାଥ ଶ୍ରୀଜଗନ୍ନାଥ ନିକଟରେ ପ୍ରାଥନା କରୁଅଛୁ ଆପଣଙ୍କର ସ୍ଵାସ୍ଥ୍ୟ ସୁସ୍ଥ ରହିବା ସଙ୍ଗେସଙ୍ଗେ ଅସୀମ ଧର୍ଯ୍ୟ, ସାହାସ ଏବଂ ଦୁର୍ନିତି ମୁକ୍ତ ବେଗୁନିଆ ଗଠନରେ ସହାୟକ ହୁଅନ୍ତୁ ଜଣେ ଥାନା ଭାରପ୍ରାପ୍ତ ଅଧିକାରୀ ସେହିଅଞ୍ଚଳର ଗୋଟିଏ ସ୍ତମ୍ବ ବା ମାଇଲ ଖୁଣ୍ଟି ଅଟନ୍ତି ତାଙ୍କର କାର୍ଯ୍ୟକଳାପ ଧର୍ଯ୍ୟ ସାହାସ ତାଙ୍କୁ ବହୁତ ପ୍ରସଂସିତ ହେବାରେ ସହାୟକ ହୋଇଥାଏ ଜନ କଲ୍ୟାଣ ପ୍ରତିଷ୍ଠା ବେଗୁନିଆ ପରିବାର ତରଫରୁ ଆପଣଙ୍କ ନିରାମୟ କାମନା କରୁଅଛୁ ଏହା ସହିତ ମହାପ୍ରଭୂ ଶ୍ରୀଜଗନ୍ନାଥ ନିକଟରେ ପ୍ରାଥନା କରୁକି ଆପଣଙ୍କ ଚଳା ପଥ କୁସୁମିତ ଓମଙ୍ଗଳମୟ ହେଉ