ଓଡିଶା ରାଇଜିଙ୍ଗ ଫାଉଣ୍ଡେସନ ପକ୍ଷରୁ ବରୀ ବନ୍ୟା ବିପନ୍ନଙ୍କୁ ରିଲିଫ ବଣ୍ଟନ
ବରୀ, ୧୬/୦୮ ( ରଂଜିତ ମହାନ୍ତି ) : ବରୀ ବ୍ଳକର ଚଳିତ ବନ୍ୟାରେ ବ୍ୟପକ କ୍ଷୟ କ୍ଷତି ହୋଇଛି। ବନ୍ୟା ଘେରରେ ଥିବା ବିପନ୍ନ ମାନଙ୍କୁ ସ୍ୱେଛାସେବୀ ସଂଗଠନ ଓଡ଼ି ଆ ରାଇଜିଙ୍ଗ ଫାଡ ଫାଉଣ୍ଡେସନ ପକ୍ଷରୁ ବ୍ଳକର ବିଭିନ୍ନ ସ୍ଥାନ ରେ ରିଲିଫ ଫ ବଣ୍ଟନ ଛନ୍ତ । ଏହି କାର୍ଯ୍ୟକ୍ରମରେ କରିଛନ୍ତ । ସାରିପୁତ ଗଣପରିଷଦ ଯାଜପୁର ପୁର ସମ୍ପୂର୍ଣ ସହଯୋଗ କରି ସଫଳ ଳ କରିଛନ୍ତି । ଗତ ତନ ସରପଞ୍ଚଙ୍କ ୧୨ତରିଖ ଦିନ ଅରଙ୍ଗାବାଦ ପଞ୍ଚାୟତ ରେ ପୂର୍ବତନ ପ୍ରତିନିଧ୍ ତଥା ଯୁବ ସଂଗଠକ ଅସିତ କୁ ମାର ଜେନାଙ୍କ ନେତୃ ତ୍ବ ରେ ସରପଞ୍ଚ ନମିତା ମାଲିକଙ୍କ ଉପସ୍ଥିତ ରେ ବିପନ୍ନ ମାନଙ୍କୁ ରିଲିଫ ବଣ୍ଟନ କରାଯାଇଛି। ସେହି ପରି ବାଇଁ ଶୀରିଆ, କିମ୍ଭିରିଆପାଳ, ରନ୍ଗିରି, ବରୀ, ଆ ଆଦି ବିଭିନ୍ନ ସ୍ଥାନରେ ନିଜ ନି ଜ ପଞ୍ଚାୟ ସରପଞ୍ଚଙ୍କ ଉପସ୍ଥିତରେ ଶୃଙ୍ଖଳିତ ପରିବେଶରେ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ ସମ୍ପର୍ଶ ଫାଉଣ୍ଡେସନ ଓ ହୋଇଛି । ଓଡି ଓ ଡି ଶା ରାଇଜି ଙ୍ଗ ଶାରୀ ପୁ ତ ଗଣ ପରି ଷଦକୁ ସାଧାରଣରେ ପ୍ରଶଂସା କରାଯାଇଛି।