Hot Posts

6/recent/ticker-posts

ଭଦ୍ରକଜିଲା ସ୍ତରୀୟ ସୁଭଦ୍ରା ଯୋଜନାର୫ମ କିସ୍ତି ସମରୋହ ଅନୁଷ୍ଠିତ।

ଭଦ୍ରକ, ୨୯/୦୮ ( ନବଦୂତ ) : ସୁଚନା ଅନୁଯାଇ-ପବିତ୍ର ରକ୍ଷା ବନ୍ଧନ ଉପଲକ୍ଷେ, ଭଦ୍ରକ ଜିଲ୍ଲାରେ ପ୍ରାୟ ୪ ଲକ୍ଷ ରୁ ଅଧିକ ହିତାଧିକାରୀଙ୍କ ସୁଭଦ୍ରାଯୋଜନା ର ୫ମ,କିସ୍ତି ପ୍ରଦାନ କରାଯାଇଛି।ଭଦ୍ରକ ଜିଲ୍ଲା ବିଧାୟକ ଙ୍କ ଦ୍ଵାରା ଏକ ମହିଳା ସଶକ୍ତିକରଣ ସୁଭଦ୍ରା ଯୋଜନା ସମାରୋହ ଅନୁଷ୍ଠିତ ହୋଇଛି।ସୁଭଦ୍ରା ଯୋଜନାର ଲକ୍ଷ ବିଶେଷ ଜରି ମହିଳା ମାନଙ୍କୁ ସ୍ୱାବଲମ୍ବୀ ଓ ସମ୍ମାନ ଜନକ ଭାବେ ମହତ୍ୱପୂର୍ଣ ର ମୁଲଲକ୍ଷବୋଲି ସୂଚନା।ପ୍ରାପ୍ତ ସୂଚନା ଅନୁଯାଇ-ଭଦ୍ରକ ଜିଲ୍ଲାରେ ସୁଭଦ୍ରା ଯୋଜନା ର ୫ମ କିସ୍ତି ସର୍ବମୋଟ -୪,୪୮,୩୯୬ ଜଣ ଆବେଦନ କାରୀ କରିଥିବା ବେଳେ ୪,୧୦,୭୫୯ ହିତାଧିକାରୀ ପ୍ରଥମ କିସ୍ତି, ୪,୦୧,୧୯୭ ଜଣ ଦିତ୍ତୀୟ କିସ୍ତି, ୪,୦୧,୨୧୦ତୃତୀୟ କିସ୍ତି, ୩,୯୬,୭୫୨ ଜଣ ଚତୁର୍ଥ କିସ୍ତି, ପାଇଥିବା ବେଳେ ଆନୁମାନିକ ୪,୦୨,୦୭୩ଜଣ ପଞ୍ଚମ କିସ୍ତି ହିତାଧିକାରୀ ପାଇସାରିଛନ୍ତି।ଉକ୍ତ ସୁଭଦ୍ରା ଯୋଜନା ର ସହାୟତା ଅର୍ଥ ରାଶି ସିଧାସଳଖ ହିତାଧିକାରୀଙ୍କ ନିଜଜମା ବ୍ୟାଙ୍କ ,ପୋଷ୍ଟାଲ, ଖାତା କୁ ଡିବିଟି ମାଧ୍ୟମରେ ଜମା ରାଶି ,ହସ୍ତାନ୍ତର କରାଯାଇଛି।ତଥା ସୁଭଦ୍ରା ଯୋଜନା ର ହିତାଧିକାରୀମାନଙ୍କୁ ବାର୍ଷିକ ୨ଟି କିସ୍ତି ତଥା ରକ୍ଷା ବନ୍ଧନ ଓ ଅନ୍ୟଟି ଆନ୍ତର୍ଜାତିୟ ମହିଳା ଦିବସରେ ସହାୟତାରାଶି ପ୍ରଦାନ ଜରାଯାଉଛି।ଉକ୍ତ ସହାୟତା ୨୦୨୪-୨୫ ଠାରୁ ୨୦୨୮-୨୯ ଯାଏ ଅର୍ଥ ରାଶି ପ୍ରଦାନ କରାଯିବବୋଲି ସୁଚନାମିଳିଛି।ଭଦ୍ରକଜିଲା ସ୍ତରୀୟ ଦୁଭଦ୍ରା ଯୋଜନା ସମାରୋହ ରେ ଆବାହିତ ଅତିଥିମାନେ ପ୍ରଥମେ ଶୁଭଦୀପ ପ୍ରଜୋଳନ ଓ ବୃକ୍ଷ ରୋପଣ କରି ,ସଭାରେ ସଂଗୃହିତ ସମସ୍ତ ଜନସାଧରଣ ମାନଙ୍କୁ ସମ୍ବୋଧନା କରିଥିବାର ସୂଚନା ମିଳିଛି।



ନବଦୂତ, ମାନସକୁମାର ସାହୁ