ଚଳନ୍ତା ବସ ରୁ ଖସିପଡି ବସ ର କଣ୍ଡକ୍ଟର ମୃତ।
ଭଦ୍ରକ, ୩୧/୦୮ ( ନବଦୂତ ) : ସୂଚନା ଅନୁଯାଇ-ଭଦ୍ରକ ଜିଲ୍ଲା ଆଖଣ୍ଡଳମଣି ଠାରୁ ଭଦ୍ରକ ମୁଖ୍ୟ ରାସ୍ତା ବେତାଳି ଗାଁ ନିକଟରେ ଅମାନତ ନାମକ ଏକ ଘରୋଇ ବସ ଆସୁଥିବା ବେଳେ ହଠାତ କଣ୍ଡକ୍ଟର ଚଳନ୍ତା ବସ ରୁ ବେତାଳି ଗାଁ ବଜାର ନିକଟରେ ଖସିପଡିବାରୁ ଗୁରୁତ୍ୱର ଅବସ୍ତାରେ ଘଟଣା ସ୍ଥଳରେ ତାଙ୍କର ମୃତୁ ଘଟିଛି।ମୃତ କଣ୍ଡକ୍ଟରଙ୍କ ନାମ-ପ୍ରଭାତ ମଲିକ ବୋଲି ସୂଚନା ମିଳିଛି।