Hot Posts

6/recent/ticker-posts

ବନ୍ୟା ପାଣିରେ ଭାସି ଯାଇ ୪ଦିନ ତଳେ ନିଖୋଜ ବ୍ୟକ୍ତି ଙ୍କ ଶବ ଉଦ୍ଧାର।

ଧାମନଗର, ୧୮/୦୮ ( ନବଦୂତ ) : ସୂଚନାଯୋଗ୍ୟ-ଭଦ୍ରକ ଜିଲ୍ଲା ଧାମନଗରବ୍ଲକ ଅନ୍ତର୍ଗତ ଆନନ୍ଦପୁର ପଂଚାୟତ ପାହାଡ଼ପୁର ସ୍ଥିତ ଜେନାସାଇ ଗ୍ରାମ ନିବାସୀ ଗଣେଶ ଜେନା ବୟସ-୫୨, ଆଜକୁ ୪ଦିନ ତଳେ ଗେଙ୍ଗୁଟି ନଦୀ ବନ୍ୟା ପାଣିରେ ଭାସି ଯାଇ କେଉଁ ଆଡ଼େ ନିଖୋଜ ଥିବା ବ୍ୟକ୍ତି ଙ୍କ ଶବ ଆଜି ପାଣିରେ ଭାସୁଥିବା ର ଦେଖି ଗ୍ରାମବାସୀ ମାନେ ପୋଲିସ କୁ ଜଣାଇ ଥିଲେ, ପୋଲିସ ଘଟଣା ସ୍ଥଳେ ପହଂଚି ମୃତ ଶବ ଉଦ୍ଧାର କରି ତଦନ୍ତ ଚଳାଇ ଥିବାର ସୂଚନା ମିଳିଛି।