Hot Posts

6/recent/ticker-posts

ଭଦ୍ରକ ଜିଲ୍ଲା ବନ୍ୟା ଗ୍ରସ୍ତ ଅଞ୍ଚଳ ପରିଦର୍ଶନ କଲେ ଓଡିଶା ମୁଖ୍ୟମନ୍ତ୍ରୀ।

ଭଦ୍ରକ, ୧୮/୦୮ ( ନବଦୂତ ) : ସୂଚନାଯୋଗ୍ୟ-ଭଦ୍ରକ ଜିଲ୍ଲାରେ ବହୁ ବନ୍ୟା ଗ୍ରସ୍ତ ବଞ୍ଚଳ ପରିଦର୍ଶନ କଲେ ମାନ୍ୟବର ଓଡିଶା ର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ଯଥା ଧାମନଗର ବନ୍ୟାଗ୍ରସ୍ତ ଅଞ୍ଚଳ ,ଧୂସୁରୀ, ଭଦ୍ରକ, ତିହିଡି ବ୍ଲକ ଅନ୍ତର୍ଗତ, ବୋଡ଼କ, ଓରାଲି ପଞ୍ଚାୟତ ବନ୍ୟା ପ୍ଲବିତ କ୍ଷତିଗ୍ରସ୍ତ ବହୁ ଅଂଚକ ବୋଟ ରେ ବସି , କ୍ଷତିଗ୍ରସ୍ତ ଚାଷ ଜମିରେ ବନ୍ୟାପାଣିରେ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇ ଥିବା ଲୋକ ମାନଙ୍କର କ୍ଷତି ଗ୍ରସ୍ତର ଆଲୋଚନା ଓ ଲୋକମାନଙ୍କ ସହ ମିଶି ସେମାନଙ୍କୁ ଦୃଢ଼ ବିଶ୍ୱାସ ଓ ଆଶ୍ୱାସନା ଦେଇଥିବାର ସୁଚନା ମିଳିଛି। ଯଥା ଭଦ୍ରକ ଜିଲ୍ଲାରେ ଭଦ୍ରକ ସହର ରେ, ବନ୍ୟା ପାଇ ମୁଖ୍ୟମନ୍ତ୍ରୀ ଙ୍କୁ ଭଦ୍ରଜ ଜିଲା ପରିଦର୍ଶନ ରେ ଆସିଥିବା ରୁ ସ୍ୱାଗତ ସଂଵୋଧନା ଜଣାଇ ଥିବାର ସୁଚନା ମିଳିଛି।



ନବଦୂତ, ମାନସ କୁମାର ସାହୁ, ଭଦ୍ରକ