ବିଲରେ କାମ କରୁଥିବା ବେଳେ ଗୁରୁତର।
ବାଲେଶ୍ୱର, ୦୩/୦୮ ( ପ୍ରଭାକର ମଲ୍ଲିକ ) : ଆଜି ସକାଳେ ପ୍ରବଳ ଗରମ ଗୁଳୁଗୁଳି ହେଉଥିବା ବେଳେ ବିଲରେ କାମ କରୁଥିବା ବେଳେ ଅଂଶୁଘାତ ରେ ଯୁବକ ଗୁରୁତର ଅନୁମାନ କରାଯାଉଛି।ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଜୂଣବଳଦା ଗ୍ରାମର ପ୍ରତାପ ଦଳାଇଙ୍କ ପୁଅ ରଞ୍ଜିତ ଦଳାଇ(୨୨), ଆଜି ସକାଳେ ରଞ୍ଜିତ ଧାନ ତଳି ରୋଇବା ପାଇଁ ବିଲକୁ ଯାଇ ଥିବା ବେଳେ ଟାଣ ଖରାରେ ଚେତାଶୂନ୍ଯ ହୋଇ ତଳେ ପଡି ଯାଇଥିଲେ, ଅନ୍ଯ ଚାଷୀମାନେ ଦେଖି ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ୧୦୮ ଯୋଗେ ନେଇ ଯାଇ ହସପିଟାଲରେ ଭର୍ତ୍ତି କରିଛନ୍ତ