Hot Posts

6/recent/ticker-posts

କଟକ ନୂଆବଜ଼ାର ଗାନ୍ଧୀ ଛକରେ ରାସ୍ତା ଉପରେ ବସ ଟ୍ରକ ପାର୍କିଂ କୁ ନେଇ ବଢୁଛି ଦୁର୍ଘଟଣା...

କଟକ, ୦୪/୦୮ ( କାହୁଁ ଚରଣ ବାରିକ ) : କଟକ ନୂଆବଜ଼ାର ଗାନ୍ଧୀ ଛକରେ ରାସ୍ତା ଉପରେ ବସ ଟ୍ରକ ପାର୍କିଂ କୁ ନେଇ ବଢୁଛି ଦୁର୍ଘଟଣା... ପାର୍କିଂ ସମସ୍ୟା ଦର୍ଶାଇ ଏହି ଅଞ୍ଚଳରେ ଗରିବ ଓ ଛୋଟ ବ୍ୟବସାୟୀ ଙ୍କ ଦୋକାନ ଉଛେଦ କରାଯାଇଥିବା ବେଳେ ସେହି ସ୍ଥାନରେ ଏବେ ବଡ ବଡ ଗାଡି ଦୀର୍ଘ ଦିନ ଧରି ରାସ୍ତା ଉପରେ ରଖାଯାଉଛି ବୋଲି ଅଭିଯୋଗ ହେଉଛି ଏନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ପ୍ରଶାସନର ଦୁଇମୁଖି ନୀତିକୁ ନେଇ ପ୍ରଶ୍ନ ଉଠୁଛି..ଗରିବଙ୍କ ଜୀବିକା ଛଡାଇବାରେ ପ୍ରଶାସନ ତତ୍ପର ହେଉଥିବା ବେଳେ ରାସ୍ତା ଅବରୋଧ କରୁଥିବା ବସ ଟ୍ରକ ପାର୍କିଂ ଉପରେ କାହିଁକି କାର୍ଯ୍ୟାନୁଷ୍ଠାନ ହେଉନାହିଁ ତାହାକୁ ନେଇ ପ୍ରଶ୍ନ...