Hot Posts

6/recent/ticker-posts

ମର୍ମନ୍ତୁଦ ସଡକ ଦୁର୍ଘଟଣା,୫ଜଣ ଗୁରୁତର ।

ଚଣ୍ଡିଖୋଲ, ୩୦/୦୮ ( ନବଦୂତ ) : ସୂଚନା ମୁତାବିକ ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଛକ ନିକଟରେ ମର୍ମ୍ମନ୍ତୁଦ ସଡକ ଦୁର୍ଘଟଣା।ଭୁବନେଶ୍ବର ରୁ ବାଲେଶ୍ୱର ଅଭିମୁଖେ ଏକ ଘୋରାଇ ଯାତ୍ରୀବାହି ସଢଙ୍ଗୀ ନାମକ, ବସ , ରାସ୍ତାରେ ଅଧିଜ ବର୍ଷା ଯୋଗୁ ରାଜପଥ ତଣ୍ଡିଖୋଲ ନିକଟରେ ଵସ ର ଚାଳକ ଭାରସାମ୍ୟ ହରାଇ ରାସ୍ତା କଡ଼କୁବସ ଟି ଓଲଟି ପଡିଥିଲା।ସ୍ଥାନୀୟ ଲୋକଙ୍କ ସହାୟତା ରେ ଫୁର୍ଘଟଣା ଗ୍ରସ୍ତ ଵସରେ ଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରିଥିବା ବେଳେ, ୧୫ଜଣଯାତ୍ରୀ ଆହତ ହୋଇଥିବା ବେଳେ ୫ ଜଣଙ୍କ ଅବସ୍ଥା ଅଧିକ ଗୁରୁତ୍ୱର ଥିବା ଯାତ୍ରୀଙ୍କୁ ନିକଟ ଡାକ୍ତର ଖାନଙ୍କୁ ପଠାଯାଇଛି।ଘଟଣା ଖବର ପାଇ ସ୍ଥାନୀୟ ପୋଲିସ ପହଂଚି ଯାତ୍ରୀ ମାନଙ୍କୁ ଉଦ୍ଧାର କରିଥିବାର ସୂଚନା। ଦୁର୍ଘଟଣା ଗ୍ରସ୍ତ ବସ ରେ ୫୦ଜଣ ଯାତ୍ରୀ ଥିବାର ସୂଚନା ମିଳିଛି।



ନବଦୂତ, ମାନସ କୁମାର ସାହୁ