ବରୀ ରେ ବନ୍ୟା ବିପର୍ଯୟ ଙ୍କୁ ସାହା ହେଲେ ଅଜିତ ଜେନା
ବରୀ, ୨୮/୦୮ ( ରଂଜିତ ମହାନ୍ତି ) : ବରୀ ରେ ବନ୍ୟା ବିପର୍ଯୟ ଙ୍କୁ ସାହା ହେଲେ ଅଜିତ ଜେନା ରିକ୍ସା ଓ ଟଲି ଚାଳକ ଭାଇ ମାନଙ୍କୁ କିଛି ସୁକୁଲା ଖାଦ୍ୟ ବଣ୍ଟନ କରିଛନ୍ତି ବରୀ ବଜ଼ାର ର ପୋଷ୍ଟ ଅଫିସ ପାଖ ରେ ସୁକୁଲା ଖାଦ୍ୟ ବଣ୍ଟନ କରାଯାଇଛି ଅଜିତ ଜେନା ନେତୃତ୍ୱ ରେ ଚାଳକ ଭାଇ ମାନଙ୍କ ଖୁସି ର ଲହରୀ ଚାଳକ ଅଭିରାମ ମଳିକ ଚାନ୍ଦମଣୀ ମଳିକ ଗୋପାଳ ମଳିକ ମଙ୍ଗୁଳି ମଳିକ ହାଡିବନ୍ଧୁ ମଳିକ ନିନି ବେହେରା ଚୈତନ୍ୟ ବେହେରା ଅଖଜି ଜେନା ମିଟୁ ମଳିକ ଟୁନିଆ ମଳିକ ମୋଟ 24 ଜଣ ଟଲି ଓ ରିକ୍ସା ଚାଳକ ଭାଇ ମାନଙ୍କୁ ବଣ୍ଟନ କରାଯାଇଛି ଏହି ବଣ୍ଟନକୁ ଦେଖି ବୁଦ୍ଧିଜୀବି ମହଲରୁ ଅଜିତ ଜେନା ଙ୍କୁ ପ୍ରଶଂସା କରିଛନ୍ତି