Hot Posts

6/recent/ticker-posts

ନିଜପୁତ୍ରର ସାଇକିଲିଙ୍ଗ ସୌକ ପାଇଁ ଲଣ୍ଡନ ରୁ ମଗାଇ ଗିଫ୍ଟ ଦେଲେ ପିତା।

ଭଦ୍ରକ ୨୮/୦୮ ( ନବଦୂତ ) : ସୂଚନା ଅନୁଯାଇ ,ଭଦ୍ରକ ଜିଲ୍ଲା ସଦର ପୁରୁଣା ବଜାର ଅନ୍ତର୍ଗତ ଏକ ଭଦ୍ର ବ୍ୟକ୍ତି ନିଳ ପୁତ୍ର ର ସାଇକିଲିଙ୍ଗ ସୌକ ପାଇଁ ,ଲଣ୍ଡନ ରୁ ଏକ ଅଦ୍ଭୁତ ଧରଣର ଡିଯାଇନ ସାଇକେଲ ମଗାଇ ନିଜ ପୂଅ ହର୍ଷିତ ନାୟକ କୁ ଗିଫ୍ଟ ଦେଲେ,ଉକ୍ତ ସାଇଲେଲ ମୂଲ୍ୟ ଭାରତୀୟ ବଜାର ତାହାର ମୂଲ୍ୟ ୮ଲକ୍ଷ ୫୦ହଜାର ଟଙ୍କା ହେବ।ଉକ୍ତ ସାଇକେଲ ଟି ନିଜ ପିତାଙ୍କ ଠାରୁ ଗିଫ୍ଟ ପାଇଁ ନିଜକୁ ବହୁତ ଖୁସି ଅନୁଭବ କରୁଥିବା ସହ ହର୍ଷିତ ସାଙ୍ଗ ସାଥି ମେଳରେ ଚର୍ଚାର ବିଷୟ ପାଲଟି ଥିବାର ସୂଚନା ମିଳିଛି।


ନବଦୂତ, ମାନସ କୁମାର ସାହୁ