ବନ୍ୟାଘେର ରେ ପଶୁ ମାନଙ୍କୁ ଖାଦ୍ୟ ବଣ୍ଟନ
ବରୀ, ୦୩/୦୮ ( ରଂଜିତ ମହାନ୍ତି ) : ବରୀ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଯାଜପୁର ବ୍ଳକ ଛତିଶଦେବିଲ ପଞ୍ଚାୟତରେ ତନ୍ତୀଘାଇ ଓ ଖରେସ୍ରୋତା ନଦୀରେ ବନ୍ୟା ଦ୍ୱରା ବନ୍ୟା ଘେର ଥିବା ଗୃହପାଳିତ ପଶୁମାନେ ଅକଥନୀୟ ଅବସ୍ଥା ରେ ରହିଥିବା ବେଳେ କ୍ଳାଫ ଫାଉ ଣ୍ଡେସନ ପକ୍ଷରୁ ତାପସ କୁମାର ପତି, ରଶ୍ମି ରଞ୍ଜନ ବିଶ୍ୱାଳ ଙ୍କ ନେତୃତ୍ୱ ରେ ବନ୍ୟାଦ୍ୱରା ପ୍ରଭାବିତ ହେlଇଥିବା ପଶୁମାନଙ୍କୁ ଗୋଖାଦ୍ୟ ବଣ୍ଟନ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ର କାର୍ଯ୍ୟକର୍ତ୍ତା ଚିତ ରଞ୍ଜନ ସେଠି, ସୁରେନ୍ଦ୍ର ପ୍ରଧାନ, ଜୀବନ ଜ୍ୟୋତି ବିଶ୍ୱାଳ ପ୍ରମୁଖ ସହାୟତା କରିଥିଲେ l