Hot Posts

6/recent/ticker-posts

ଆର୍ଯ୍ୟସମାଜ ପକ୍ଷରୁ ଶ୍ରାବଣୀ ଉପକର୍ମ ଶ୍ରବଣଯଜ୍ଞ ଅନୁଷ୍ଠିତ।

କୁଆଁସ, ୨୮/୦୮ ( ନବଦୂତ ) : ସୂଚନାଯୋଗ୍ୟ-ଭଦ୍ରକ ଜିଲ୍ଲା ସଦର କୁଆଁସ ମନ୍ଦିର ରେ ପ୍ରତେକ ବର୍ଷ ପରି ଏ ବର୍ଷ ମଧ୍ୟ ଆର୍ଯ୍ୟ ସମାଜ ତରଫରୁ ରକ୍ଷା ବନ୍ଧନ ଦିନରେ ଏକ ବିରାଟଶ୍ରାବଣୀ ଉପକର୍ମ ସ୍ୱାଧିୟ ପର୍ବ ପାଳିତ।ରକ୍ଷା ବନ୍ଧନ ଦିନଠାରୁ ଜନ୍ମାଷ୍ଟମୀ ଦିନ ଯାଇ ଦୀର୍ଘ ୯ ଦିନଧରି କୁଆଁସ ମନ୍ଦିର ରେ ବିରାଟ ହୋମ ଯଜ୍ଞ ଅନୁଷ୍ଠିତ ହୋଇଛି।ଯଥା ଜିଲା ଆର୍ଯ୍ୟ ସାମଜ ପକ୍ଷରୁ ଆଚାର୍ଯ୍ୟ ଶ୍ରୀ ବିରେନ୍ଦ୍ର କୁମାର ପଣ୍ଡା ଙ୍କ ମୁଖ୍ୟ ପୋୖରାଧ୍ୟ ରେ ସକାଳ ଧ୍ୱଜ ଉତ୍ତଳନ, ପ୍ରାଥନା ସଭା, ଭଜନ କୀର୍ତ୍ତନ, ହୋମ ଯଜ୍ଞ ଆଦି ବହୁ ସଂସ୍କୃତିକା ସେବାକାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ।ଏବଂମୁଖ୍ୟ ଅଧିକୃତ ଆଚାଯ୍ୟ ଙ୍କ କହିବା ଅନୁଯାଇ, ଶ୍ରାବଣ ମାସ ରେ ଶ୍ରବଣ ତଥା ଶ୍ରାବଣ ହେଉଛନ୍ତି ସର୍ବଗୁରୁ ମୁନି, ତାଙ୍କୁ ସର୍ବପ୍ରଥମ ପୂର୍ଯ୍ୟ ସ୍ଥାନ ଦେବା ଆମ୍ଭମାନଙ୍କର ପ୍ରଥମ କର୍ତ୍ତବ୍ୟଅଟେ।ଉକ୍ତମନ୍ଦିର ରେ ୯ଦିନ ଧରି ହୋମଯଜ୍ଞ ରେ ଆଖ ପାଖ ବହୁ ଅଞ୍ଚଳରୁ ଭକ୍ତି ଭାବବା ରେ ଆକର୍ଷଣ ହୋଇ ଯଜ୍ଞ କାର୍ଯ୍ୟକ୍ରମ ରେ ସାମିଲ ହୋଇ ଥିବାର ସୂଚନା ମିଳିଛି।



ନବଦୂତ, ମାନସ କୁମାର ସାହୁ