ବନ୍ୟା ବିପନ୍ନଙ୍କୁ ଗଣପତି କ୍ଲବର ସହାୟତା, ରନ୍ଧା ଓ ଶୁଖିଲା ଖାଦ୍ୟ ବଣ୍ଟନ
ଯାଜପୁର, ୧୯/୦୮ ( ରଂଜିତ ମହାନ୍ତି ) : ଯାଜପୁର ଜିଲ୍ଲା ର ଯାଜପୁର ବ୍ଲକ ଅନ୍ତର୍ଗତ ସାହସପୁରପଞ୍ଚାୟତ ଗୋବିନ୍ଦ ପୁର 9ନମ୍ବର ୱାର୍ଡ ରେ ଗଣପତି କ୍ଳବ ପକ୍ଷରୁ ସାହସପୁର ଗ୍ରାମ ପଞ୍ଚାୟତ ର 9 ନମ୍ବର ୱାଡ ର ବନ୍ୟା ବିର୍ପନ୍ନ ମାନଙ୍କୁ ରାନ୍ଧଖାଦ୍ୟ ସହିତ ଶୁଖିଲା ଖାଦ୍ୟ ବଣ୍ଟନ, ଏହି କାର୍ଯ୍ୟକ୍ରମ କୁ ବିଶ୍ୱଜିତ ସାହାଣୀ, ଶୁଭ୍ରଜିତ ସାହାଣୀ, ସଂଗ୍ରାମ କେଶରୀ ସାହାଣୀ, ପ୍ରିୟ ବ୍ରତ ସାହାଣୀ, ସାଲେନ୍ଦ୍ର କୁମାର ସାହାଣୀ, ଅବିନାଶ ସାହାଣୀ, ହିମାଂଶୁ ସାହାଣୀ, ଜ୍ଞାନରଞ୍ଜନ ସାହାଣୀ ସହଯୋଗ ରେ ଆଜି ରନ୍ଧା ଖାଦ୍ୟ, ଶୁଖିଲା ଖାଦ୍ୟ ବଣ୍ଟନ ସଫଳ ହୋଇଛି ଆଗାମୀ ଦିନ ରେ ସମ୍ପୂର୍ଣ୍ଣ ପଞ୍ଚାୟତ ରେ ବନ୍ୟା ବିପର୍ଣ୍ଣ ମାନଙ୍କୁ ସାହାଯ୍ୟ ର ହାତ ବଢେଇବା କୁ ଗଣପତି କ୍ଳବ ପ୍ରତି ସୁର୍ତ୍ତିବଦ୍ଧ ବୋଲି |ପ୍ରମୁଖ ବିଶ୍ୱଜିତ ସାହାଣୀ କହିଛନ୍ତି|