Hot Posts

6/recent/ticker-posts

ବନ୍ୟା ପାଣିରେ ଭାସିଯାଇ ୩ଦିନ ହେଲା ନିଖୋଜ ୧ଜଣ ବ୍ୟକ୍ତି

ଧାମନଗର, ୧୬/୦୮ ( ନବଦୂତ ) : ସୂଚନା ମୁତାବିକ-ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ, ଆନନ୍ଦପୁର ପଂଚାୟତ ଜେନା ସାହି ଗ୍ରାମ ନିବାସୀ ଗଣେଶ ଜେନା ଆଜକୁ ୩ଦିବ ହେଲା ବନ୍ୟା ପାଣିରେ ଭାସି ଯାଉ କେଉଁଆଡେ ନିଖୋଜ , ପରିବାର ଆଖିରେ ଲୁହ ,ତଥା ଗ୍ରାମବାସୀ ମାନେ ନଦୀ ବନ୍ଧରେ ପାଖେ ରହି ବହୁ, ଖୋଜା ଖୋଜି ଓ ଚିତ୍କାର କରୁଛନ୍ତି।ଯେଉଁଠି ଅଛ ଫେରିଆସ।ଅନ୍ୟପଟ ପ୍ରଶାସନ ତରଫରୁ ମଧ୍ୟ ଖୋଜା ଖୋଜି ଚାଲିଥିବାର ସୂଚନା ମିଳିଛି।



ନବଦୂତ, ମାନସ କୁମାର ସାହୁ