ଜିଲା ପ୍ରଶାସନ ତରଫରୁ ୮୦ତମ ସ୍ୱାଧୀନତା-୨୬ ଦିବସ ସମାରୋହ।
ଭଦ୍ରକ ୧୬/୦୮ ( ନବଦୂତ ) : ସୂଚନା ଅନୁଯାଇ, ଭଦ୍ରକ ଜିଲା ପ୍ରଶାସନ ତରଫରୁ ୮୦ତମ ସ୍ୱାଧୀନତା ଦିବସ-୨୬,ଆୟୋଜିତ ସମାରୋହ ଅନୁଷ୍ଠିତ।ଉକ୍ତ ସମାରୋହରେ ଭଦ୍ରକ ଜିଲ୍ଲା ମୁଖ୍ୟ ଜିଲା ପାଳ ଜାତୀୟ ପତାକା ଉତ୍ତୋଳନ କରିବା ସହ ଭିନ୍ନ ଭିନ୍ନ ସ୍କୁଲ ର ଛାତ୍ର ଛାତ୍ରୀ ମାନେ ପେରେଡ଼ କାର୍ଯ୍ୟକ୍ରମ ଆୟୋଜିତ।ତଥା ଉକ୍ତ ଆୟୋଜିତ ସମରୋହ ରେ ଭଦ୍ରକ ଆରକ୍ଷୀ ଅଧିକ୍ଷକ,ବରିଷ୍ଟ ନାଗରିକ ,ଛାତ୍ର ଛାତ୍ରୀ, ଓ ଜନ ସାଧାରଣ ପ୍ରମୁଖ ଉପସ୍ଥିତ ଥିଲେ।ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ୟ୍ଯକ୍ରମ ରେ କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ଜିଲା ସ୍ତରୀୟ ମୁଖ୍ୟ ଅତିଥି ପୁରସ୍କୃତ ପ୍ରଦାନ କରିଥିବାର ସୁଚନାମିଳିଛି।
ନବଦୂତ, ମାନସ କୁମାର ସାହୁ