ଟେମ୍ପ କୁ ଧକା ଦେଲା ଟ୍ରକ, ଦୁର୍ଘଟଣା ରେ ବାପ ଓ ପୁଅ ମୃତ, ମାଁ ଗୁରୁତ୍ୱର l
ବାଲେଶ୍ୱର, ୦୫/୦୭ (ପ୍ରଭାକର ମଲ୍ଲିକ) : ୨୨୦ ନମ୍ବର ଜାତୀୟ ୫ ରାଜପଥ କାଳିକାପୁର ଛକ ନିକଟରେ ଏକ ଟେମ୍ପୋକୁ ଏକ ଟ୍ରକ ଧୋକାଦେବା ଫଳରେ ଘଟଣା ସ୍ଥଳରେ ହିଁ ବାପ ଓ ପୁଅ ର ମୃତ୍ୟୁ ଘଟିଛି ,ମାଁ ଗୁରୁତର ଅବସ୍ଥାରେ ଡାକ୍ତର ଖାନା ରେ ଭର୍ତ୍ତି ,କରଞ୍ଜିଆ ହସ୍ପିଟାଲ ରୁ ନିଜ ଛୁଆ କୁ ଡାକ୍ତର ଙ୍କୁ ଦେଖାଇ ନିଜ ଘର ବଡ଼ଗାଁ ପଞ୍ଚାୟତ ଶରଧା ଗ୍ରାମକୁ ଫେରିବା ବେଳେ କାଳିକାପୁର ଛକ ନିକଟରେ ଘଟିଲା ମର୍ମନ୍ତୁଦ ଦୁର୍ଘଟଣା, ଟେମ୍ପୋରେ ବାପ, ମାଁ, ଛୁଆ ଥିଲେ, ଦୁର୍ଘଟଣା ରେ ଟେମ୍ପୋ ଡ୍ରାଇଭର ବି ଗୁରୁତର, ମାଁ ର ଅବସ୍ଥା ଗୁରୁତର ଥିବାରୁ କୁ କେନ୍ଦୁଝର ହସ୍ପିଟାଲ କୁ ସ୍ତାନ୍ତରିତ କରାଯାଇଛି,ସେ ମୃତକ ହେଲେ ପିତା ଗାନସା କିସ୍କୁ ଛୁଆ ରାମରାଜ କିସ୍କୁ (୮)ବର୍ଷ, ତେଵେ କରଞ୍ଜିଆ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି l
ବାଲେଶ୍ୱର ଜିଲ୍ଲା ରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l