Hot Posts

6/recent/ticker-posts

ନାସୁମାହା ଘାଟିରେ ଭାରସାମ୍ୟ ହରାଇ ଓଲଟିଲା ଡମ୍ପର, ବର୍ଷାକୁ ନେଇ ଆଶଙ୍କା

ଫୁଲବାଣୀ, ୦୫/୦୭ ( ବାଳକୃଷ୍ଣ କହଁର ) : କନ୍ଧମାଳ ଜିଲ୍ଲା ରେ ଆଜି ସନ୍ଧ୍ୟା ୪ ଘଣ୍ଟିକା ସମୟରେ କାଟିଙ୍ଗିଆ ଗ୍ରାମ ପଞ୍ଚାୟତର ଆଡ଼ିବଙ୍ଗା ଛକ ନିକଟସ୍ଥ "ନାସୁମାହା"ଘଟିଠାରେ ଡମ୍ପର ଗାଡ଼ି ଭାରସାମ୍ୟ ହରେଇ ପୋଲଟିଯାଇଛି । ସୂଚନା ଅନୁସାରେ ଆଡ଼ିବଙ୍ଗା ଛକଠାରୁ କ୍ରୋସର ନିକଟକୁ ହିଟାଜି ଗାଡ଼ି ଆଣିବାକୁ ଯାଉଥିଲା । ପ୍ରବଳ ଲଘୁଚାପ ବର୍ଷାର ପ୍ରଭାବ ଲାଗି ରହିଥିବାରୁ ଗାଡ଼ିଟି ଭାରସାମ୍ୟ ହରେଇ ଓଲଟି ଯିବାର ସୂଚନା ରହିଛି ।



କନ୍ଧମାଳ ଜିଲ୍ଲା ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହଁର ଙ୍କ ରିପୋର୍ଟ