Hot Posts

6/recent/ticker-posts

ନଦୀପଠା ମରାମତି କରିବା ପାଇଁ ଦାବି

ବରୀ, ୧୯/୦୭ ( ରଂଜିତ ମହାନ୍ତି ) : ବରୀ ବ୍ଳକ ବୋଦୁଅ ପଞ୍ଚାୟତର ପାଳସାହି ଗ୍ରାମ ର ଖରେସ୍ରୋତା ନଦୀକୂଳରେ ଥିବା ମଦନଜେନା ଙ୍କ ଘର ନିକଟରେ ନଦୀପଠା ଟି ଖାଇଯାଇଛି l ଲଗାଣ ବର୍ଷା ହେବା ଫଳରେ ସେହି ସ୍ଥାନଟି ଖାଇଯାଇଛି ଖରେସ୍ରୋତା ରେ ବନ୍ୟାଜଳ ବୃଦ୍ଧି ପାଇଥିବା ରୁ ଗାଁ ପ୍ରତି ବିପଦ ଆଣିପାରେ ବିଂଝାରପୁର ର ଜଳସମ୍ପଦ ଅଧିନ ରେ ରହିଥିବା ସ୍ଥାନ ଟି କୁ ତୁରନ୍ତ ମରାମତି ପାଇଁ ସ୍ଥାନୀୟ ଅଧିବାସୀ ଦାବି କରିଛନ୍ତି l