Hot Posts

6/recent/ticker-posts

ଗୋ-ସମ୍ମାନ ଆହ୍ୱାନ ଅଭିଯାନ।

କଟକ, ୧୦/୦୭ ( କାହୁଁ ଚରଣ ବାରିକ ) : ସମଗ୍ର ଭାରତବର୍ଷ ରେ ଗୋ -ହତ୍ୟା ସମ୍ପୂର୍ଣ ବନ୍ଦ କରିବା ଓ ଗୋ ମାତାକୁ ରାଷ୍ଟ୍ର ମାତା ଘୋଷଣା କରିବା ଦାବିରେ ୨୭ ଜୁଲାଇ କଟକ ମାରୁତି ମଣ୍ଡପ ସକାଳ ୮ ଘଟିକାରୁ ପଦଯାତ୍ରା କରି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯିବ। ଶ୍ୟାମ ବାବା ମନ୍ଦିରରେ ଆୟୋଜିତ କାର୍ଯ୍ୟକ୍ରମରେ ଗୋପାଳ ସ୍ୱରସ୍ୱତୀଙ୍କ ସୂଚନା। ସମଗ୍ର ଭାରତ ବର୍ଷରେ ୮୦୦ ଜିଲ୍ଲାର ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯିବ।