Hot Posts

6/recent/ticker-posts

ଅବସରକାଳୀନ ସମ୍ବର୍ଦ୍ଧନା

ବରୀ, ୦୯/୦୭ ( ରଂଜିତ ମହାନ୍ତି ) : ବରୀ ବ୍ଳକ ପ୍ରଶାସନ ପକ୍ଷରୁ ଅବସରନେଇଥିବା ଅବସରନେଇଥିବା ଅତିରିକ୍ତବିଡ଼ିଓ ମହେଶ୍ୱର ସେଠି ଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଆଜି ବ୍ଳକ ପରିସର ରେ ଥିବା ସଭାଗୃହ ରେ ଅନୁଷ୍ଠିତ ହେlଇଥିଲା l ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ରଂଜିତ ଜେନା ଙ୍କ ସଭାପତି ତ୍ୱ ରେ ବ୍ଳକ ଅଧ୍ୟକ୍ଷ ଅଶୋକ କୁମାର ଗେଡି,ବିଡ଼ିଓ ମିନତୀ ଜଗଦେବ, ଏଇ ବରେନ୍ଦ୍ର ସେଠି ଯୋଗଦେଇ ବିଦାୟୀ ଅତିରିକ୍ତ ବିଡ଼ିଓ ଶ୍ରୀ ସେଠି ଙ୍କ କାର୍ଯ୍ୟଦକ୍ଷ ଓ ବହୁ ପ୍ରତିଭା ସମ୍ପର୍କ ବକ୍ତବ୍ୟ ମାନ ପ୍ରଦାନ କରିଥିଲେ l ଏହି ଅବସର ରେ ଅତିରିକ୍ତ ବିଡ଼ିଓ ଶ୍ରୀ ସେଠି ଙ୍କୁ ଉତ୍ତରୀୟ ପୁଷ୍ପଗୁଚ୍ଛ ଦିଆଯାଇ ସମ୍ବର୍ଦ୍ଧନା ଦିଆଯାଇଥିଲା l ଏହି ସମ୍ବର୍ଦ୍ଧନା ଉତ୍ସବରେ ବିଭିନ୍ନ ବିଭାଗରୁ କର୍ମକର୍ତ୍ତା ମାନେ ଯୋଗଦେଇଥିଲେ l ଏପିଓ ରବିନାରୟଣ ବେହେରା ଧନ୍ୟବାଦ ଦେlଇଥିଲେ l