Hot Posts

6/recent/ticker-posts

କଟକରେ ପତିତପାବନ ଜିୟୁଙ୍କ ରଥଯାତ୍ରା ପ୍ରସ୍ତୁତି ବୈଠକ ସମ୍ପନ୍ନ।

କଟକ, ୧୦/୦୭ ( କାହୁଁ ଚରଣ ବାରିକ ) : କଟକ ଦୋଳମୁଣ୍ଡାଇସ୍ଥିତ ଜଗନ୍ନାଥ ହୋଟେଲରେ ହରିପୁର ଦୋଳମୁଣ୍ଡାଇ ପତିତପାବନ ଜିୟୁଙ୍କ ଆସନ୍ତା ରଥଯାତ୍ରାକୁ ସୁଚାରୁରୂପେ ଆୟୋଜନ କରିବା ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରଥଯାତ୍ରାର ସମସ୍ତ ପ୍ରସ୍ତୁତି, ଶୃଙ୍ଖଳା ରକ୍ଷା ଏବଂ ଭକ୍ତମାନଙ୍କ ସୁବିଧା ସମ୍ପର୍କରେ ବିଭିନ୍ନ ବିଷୟ ଉପରେ ଆଲୋଚନା କରାଯାଇଥିଲା।