Hot Posts

6/recent/ticker-posts

ଜଗତପୁରରେ ଟ୍ରାଫିକ୍ ଡ୍ୟୁଟି ବେଳେ ହୋମଗାର୍ଡଙ୍କୁ ମରଣାନ୍ତକ ଆକ୍ରମଣ, ଦୁଇ ଯୁବକ ଗିରଫ

କଟକ, ୦୨/୦୭ ( କାହୁଁ ଚରଣ ବାରିକ ) : କଟକ ଜିଲ୍ଲା ଜଗତପୁର ଗୋଲେଇଛକରେ ଟ୍ରାଫିକ୍ ଡ୍ୟୁଟି କରୁଥିବା ଜଣେ ହୋମ୍‌ଗାର୍ଡଙ୍କୁ ଦୁଇ ଯୁବକ କଲେ ମରଣାନ୍ତକ ଆକ୍ରମଣ। ଆକ୍ରମଣରେ ହୋମଗାର୍ଡ ଆହତ। ଆହତ ହୋମଗାର୍ଡ ଜଣକ ହେଲେ ଦୁର୍ଗାମାଧବ ପଦାରବିନ୍ଦ ସ୍ବାଇଁ। ଖବର ପାଇ ଜଗତପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଯୁବକଙ୍କୁ କରିଛି ଗିରଫ । ଦୁଇ ଯୁବକ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ସିଂହପଡ଼ା ଗ୍ରାମର ଅଲୋକ ବେହୁରିଆ ଓ ଦୀପକ କୁମାର ବେହୁରିଆ।