ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଳକ ସମନ୍ଦିତ ଶିଶୁବିକାଶ ପ୍ରକଳ୍ପ ବିଭାଗ ଅବ୍ୟବସ୍ଥା ସ୍ଥା ଘେରରେ ଚାଲିଥିବା ଅଭିଯୋଗ ହୋଇଛି ।
ନୂଆପଡ଼ା, ୨୯/୦୭ ( ପରମେଶ୍ୱର ମେହେର ) : ଏହି ପ୍ରକଳ୍ପ ଅନ୍ତର୍ଗତ ବିଭିନ୍ନ ଅଙ୍ଗନ ଙ୍ଗନବାଡି କେନ୍ଦ୍ରରେ ଆଜକୁ ପ୍ରାୟ ୧୦ମାସହେଲା ମଧ୍ୟାହ୍ନ ଭୋ ଭାଜନ ଓ ଅଣ୍ଡା ଅଣ୍ଡା ପାଉଣା ମିଳିନଥିବାରୁ କେନ୍ଦ୍ରଗୁଡ଼ିକ ଉଧାରିରେ ଚାଲିଥୁବା ଜଣାପଡ଼ିଛି ପଡ଼ିଛି। ସ୍ଵଳ୍ପ ବେତନ ଭୋଗୀ ଅଙ୍ଗନବାଡି କର୍ମୀମାନେ ଅସୁବି ସୁବିଧାର ସ ସମ୍ମୁଖୀନ ହେବ ହେବା ସହ ଧାରକରଜ କରି କେନ୍ଦ୍ର ଚଳାଇବାକୁ ବାଧ୍ଯ ହେଉ ଉଛନ୍ତିଏନେଇ ତୀବ୍ର ଅସନ୍ତେ ସନ୍ତୋଷ ପ୍ରକାଶ ଦେଖାଦେଇଛି। ସୂଚନାନୁଯାୟୀ, ସିନାପାଲି ବ୍ଲକ ଅନ୍ତର୍ଗତଭରୁଆମୁଣ୍ଡା, ଚଟିଆଗୁଡ଼ା, କରଣବାହାଲି ଓ ଟିମନପୁର ସେକ୍ଟରରେ ରେ ଥିବା ଅଙ୍ଗନବାଡି ଡି କେନ୍ଦ୍ରଗୁଡିକୁ ଗତ ଅକ୍ଟୋବର ମାସରୁ ମଧ୍ୟାହ୍ନ ଭୋଜନ ଓ ଅଣ୍ଡା ଟଙ୍କା ଦିଆଯାଇନାହିଁ । ଏଣୁ କର୍ମୀମାନେ ମାନେ ଧାରକରଜ କରି କେନ୍ଦ୍ର ଚଳା ଚଳାଉଛନ୍ତି। ସେହିପରି ଗତ ମାର୍ଚ୍ଚମାସରୁ ସିନାପାଲି, ହାତୀବନ୍ଧା, ଗଣ୍ଡାବାହାଲି, ସିଙ୍ଗଝର, କେନ୍ଦୁମୁଣ୍ଡା ଓ ନଙ୍ଗଲ ବାଡ ସେକ୍ଟରକୁ ମଧ୍ୟ ପାଉଣା ପ୍ରଦାନ କରାଯାଇନାହିଁ । ଏଭ ଏଭଳି ସ୍ଥିତିରେ ଅଙ୍ଗନବାଡି କର୍ମୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପ୍ର ପ୍ରଶାସନ ତଥା ବିଭାଗୀୟ ଅଧୂକାରୀଙ୍କ ଅବହେଳା କାରଣରୁ କର୍ମୀମାନେ ହିତାଧ୍ୟାକାରୀଙ୍କ ଆକ୍ରୋଶର ଶିକାର ହେ ହଉଛନ୍ତି। ଏନେଇ ଆଗକୁ ଏହାର ପ୍ରତିକାର ନହେଲେ କର୍ମୀମାନଙ୍କ ପକ୍ଷରୁଷ୍ପକୌଣସି ପ୍ରକାର ଅପ୍ରୀତିକର ପଦକ୍ଷେପକୁ କ୍ଷେପକୁ ଏଡ଼ାଇ ଦିଆଯାଇ ନପାରେ । ଅନ୍ୟପ ନ୍ୟପକ୍ଷେ, କେଉଁ କାରଣରୁ ଏଭଳି ଅବ୍ୟବସ୍ଥା ଦେଖାଦେଇଛି, ତାହାର ଉଚ୍ଚସ୍ତରୀଯ ରୀୟ ତଦନ୍ତ୍ର କରିବାକୁ ବୁଦ୍ଧିଜୀବୀ ଜୀବୀ ମହଲରେ ମହ ଦାବି ହେଉଛି। ଏନେଇ ସିଡ଼ିପିଓ ଉର୍ମି ଉର୍ମିଳା ମହାପାତ୍ରଙ୍କୁ ପଚାରିବାରୁ ଦଶ ମାସ ବକେୟାକୁ ଅସ୍ଵୀକାର କରିବା ସହ ସହ ତିନିମାସର ବ ବକେୟ ଅଛି, ନୂତନ ଡିଏସଡବ୍ଲ୍ୟୁ ଯୋଗଦାନ କରି ଟ୍ରେନିଂରେ ଯାଇଛନ୍ତି । ସପ୍ତାହକ ପରେ ପାଉଣା ପ୍ରଦାନ କରାଯିବ ବୋଲି କହିଛନ୍ତି, ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷ ଏଥିପ୍ରତି ଗୁରୁତ୍ୱଦେବା ପାଇଁ ଦାବି ହେଉଛି ।