ଭଦ୍ରକ, ୨୮/୦୭ ( ନବଦୂତ ) : ସୂଚନାଯୋଗ୍ୟ-ଭଦ୍ରକ ଜିଲ୍ଲାରେ ଗୋ ମାତା ଙ୍କୁ ରାଷ୍ଟ୍ରିୟ ମାନ୍ୟତା ମିଳୁ ଏ, ନେଇ ଭଦ୍ରକ ଜିଲା : ପୂଜ୍ୟ ସନ୍ଥସାମଜ' ଆହ୍ୱାନ କ୍ରମେ ଭାରତ ର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ରାଜ୍ୟ ପାଳ, ଜିଲାପାଳ, ତଥା ଅନ୍ୟ ମାନଙ୍କ ଉଦ୍ଧିଷ୍ଟ ରେ ଏକ ସ୍ମାରକ ପତ୍ର ଭଦ୍ରକ ଜିଲା ପାଳାଙ୍କୁ ପ୍ରଦାନ, ଗୋ ମାତା ହେଉଛି ହିନ୍ଦୁ ମାନଙ୍କର ଏକ ମାତ୍ର ଦେବତା ଯାହା ଙ୍କ ଭିତରେ ୩୩କୋଟି ଦେବତା ବିରାଜମାନ, ଗୋ ମାତାଙ୍କୁ ସୁରକ୍ଷା ଦେବା ଆମ୍ଭ ମାନଙ୍କ ର କର୍ତଵ୍ୟ,ଗୋ ମାତାଙ୍କୁ ହିନ୍ଦୁମାନେ ପାରଂପାରିକ ପୂଜାଅର୍ଚ୍ଚନା କରି ଆସୁଛନ୍ତି।ଗୋ ମାତା ହି ଏକ ଅନ୍ୟତମ ଶ୍ରେଷ୍ଟ ପୂଜ୍ୟମାତା, ଗୋ ମାତାଙ୍କୁ ରାଷ୍ଟ୍ରିୟ ମାନ୍ୟତା ମିଳିବା ନିହାତି ଆବଶ୍ୟକ।ଗୋ ମାତାଙ୍କୁ ସୁରକ୍ଷାପ୍ରଦାନ ଦେବା ଆମ୍ଭ ହିନ୍ଦୁ ଧର୍ମ ର କର୍ତଵ୍ୟ,ଇକ୍ତ ସ୍ମାରକ ପତ୍ରଟିକୁ କେନ୍ଦ୍ରସରକାର ଓ ରାଜ୍ୟ ସରକାର ଙ୍କ ନିକଟକୁ ପଠାଇବା ପାଇ ଭଦ୍ରକ ଗୋ- ସେବକ, ଗୋ ସୁରକ୍ଷା କର୍ମୀ, ତଥା ପୂଜ୍ୟ ସନ୍ଥସନାଜ ପକ୍ଷରୁ ଭଦ୍ରକ ଜିଲା ପାଳଙ୍କୁ ଅନୁରୋଧ କରିଥିବାର ସୂଚନା ମିଳିଛି।
ମାନସ କୁମାର ସାହୁ

