ବିଦ୍ୟାଳୟ ରେ ସର୍ବ ନିମ୍ନ ମୌଳିକ ସୁବିଧା ପାଇଁ ପ୍ରଶାସନ ପାଖରେ ଗୁହାରି
ଜୟପାଟଣା, ୦୪/୦୭ ( ରିତେଶ କୁମାର ମୁଣ୍ଡ ) : ସରକାରଙ୍କ କେଜି ରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା ବ୍ୟବସ୍ଥା କରିଥିବା ବେଲେ କିଛି ସର୍ବ ନିମ୍ନ ସୁବିଧା ଆଜି ମଧ୍ୟ ଆବଶ୍ୟକ ରହିଛି। ପାନୀୟ, ଜଳ ଶ୍ରେଣୀଗୃହ ପାଇ ପରିବେଶ ସ୍ବଚ୍ଛତା ର ଆବାସିକ ଥିବା ଗୁହାରି କରନ୍ତି । ଶିକ୍ଷକ ଏହିପରି ଦେଖିବାକୁ ମିଳୁଛି.କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ଅରେବେଡା ପ୍ରାଥମିକ ବିଦ୍ୟାଳୟ ରେ ଏଭଳୀସୁବିଧା ଆବଶ୍ୟକ ବୋଲି ଗଣମାଧ୍ୟମ ଆଗରେ ଜଣାଇଛନ୍ତି ଜଣେ ଛାତ୍ର ବାଚ୍ୟାଳ ଶିକ୍ଷକ/