Hot Posts

6/recent/ticker-posts

ଭୋଟତ ତାଲିକା ସ୍ୱତନ୍ତ୍ର ସଂଶୋଧନ-26 ବୈଠକ।

ଭଦ୍ରଜ ୦୬/୦୭ ( ନବଦୂତ ) : ସୁଚନାମୁତାବିକ-ଭଦ୍ରକ ଜିଲ୍ଲାର ସମସ୍ତ ନିର୍ବାଚନ ମଣ୍ଡଳୀ ର ଚିଠା ଭୋଟର ତାଲିକା ପ୍ରକାଶ ବୈଠକ ଅନୁଷ୍ଠିତ,ଏବଂଏହା ୪ ଅଗଷ୍ଟ ପ୍ସର୍ଯ୍ୟନ୍ତ ଆପତ୍ତି ଗ୍ରହଣ, ଜନକ ୨ ସେପ୍ଟେମ୍ବର ତଥା ୬ ସେପ୍ଟେମ୍ବରରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ,ଉକ୍ତ ବୈଠକ ଅବସର ରେ ଭଦ୍ରକ ଜିଲାର ଜିଲାପାଳ ଓ ସମସ୍ତ ବିଧାନସଭା ନିର୍ବାଚନ ପଂଜିକରଣ ଅଧିକାରୀ ଏବଂ ଜିଲା ସ୍ତରୀୟ ବହୁ ଗଣ ପ୍ରତିନିଧୁ ଉପସ୍ଥିତ ରେ ଉକ୍ତ ଚୂଡାନ୍ତ ବୈଠକ ଅନୁଷ୍ଠିତ ହୋଇଥିବାର ସୂଚନା ମିଳିଛି।


ମାନସ କୁମାର ସାହୁ