Hot Posts

6/recent/ticker-posts

SIR ପାଇଁ ଧର୍ମଗଡ ବିଡିଓ ତହସିଲଦାରଙ୍କ ଗ୍ରାମପଞ୍ଚାୟତ ପରିଦର୍ଶନ ।

ଧର୍ମଗର୍ଡ, ୧୩/୦୬ ( ରିତେଶ କୁମାର ମୁଣ୍ଡ ) : ବର୍ତ୍ତମାନ ସମୟ ରେ ଚାଲିଥିବା ରାଜ୍ୟ ର sir କାର୍ଯ୍ୟକୁ ସମୀକ୍ଷା ନିମନ୍ତେ ବିଭାଗୀୟ ଅଧିକାରୀଙ୍କ ପଞ୍ଚାୟତ ଗସ୍ତ। ଧର୍ମଗଡ ବ୍ଲକର ବିଡିଓ ସଦାଶିବ ନାୟକ ତହସିଲଦାର କୀର୍ତ୍ତିଚନ୍ଦ୍ର ପଧାନଙ୍କ ସମେତ ଏନଏସି ସୁପରଭାଇଯର ରମଣୀ ରଞ୍ଜନ ଦୁର୍ଗା ବ୍ଲକ ନୋଡାଲ ଅଫିସର୍ ନରେନ୍ଦ୍ର ଜଗତ ଗ୍ରାମପଞ୍ଚାୟତମାନଙ୍କୁ ଯାଇ ରାଜ୍ୟରେ ଚାଲିଥିବା ସ୍ୱତନ୍ତ୍ର ସଧନ ସଂଶୋଧନ କାର୍ଯ୍ୟର ସମୀକ୍ଷା କରିଛନ୍ତି । ବ୍ଲକ ଅନ୍ତର୍ଗତ ଗଡିଆଜୋର, ଚିଲିପା,ତିପିଗୁଡ଼, କଙ୍କେରି ସମେତ ଅନେକ ପଞ୍ଚାୟତକୁ ଯାଇ ତଦାରଖ କରୁଥିବା ଦେଖିବାକୁ ମିଳୁଛି।