Hot Posts

6/recent/ticker-posts

ଭଦ୍ରକ SIR-26 ଭୋଟର ସହାୟତା କେନ୍ଦ୍ର ଉଦଘାଟିତ।

ଭଦ୍ରକ, ୦୧/୦୬ ( ନବଦୂତ ) : ନିର୍ବାଚନ କମିଶନର ଙ୍କ ସଂଘନ ସଂଶୋଧନ SIR-26, କାର୍ଯ୍ୟକ୍ରମ ଉଦ୍ଘାଟିତ ତଥା ଭଦ୍ରକ ଜିଲାର ଭୋଟର ମାନଙ୍କୁ ସହଜ ଓ ତ୍ୱରିତସେବା ପ୍ରଦାନ ଲକ୍ଷ୍ୟରେ ଭୋଟର ହେଲ୍ପ ଡେସ୍କ ଉଦ୍ଘାଟିତହୋଇଛି।ଉକ୍ତ ଉଦ୍ଘାଟନୀ ଉତ୍ସବ ରେ ଭଦ୍ରକ ଜିଲ୍ଲାରେ ମୁଖ୍ୟ ଅଧିକାରୀ ଜିଲାପାଳ ଶ୍ରୀ ଦିଲୀପରାଉତ ରାଏ ,ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ରବିନାରାୟଣ ସାହୁ ଉକ୍ତ ସହାୟତା କେନ୍ଦ୍ର କୁ ଉଦ୍ଘାଟନ କରିଥିଲେ ।ଏବଂ ଉଦ୍ଘାଟନୀ ଉତ୍ସବ ସାଥିରେ ଜିଲାମୁଖ୍ୟ ଉନୟନ ଅଧିକାରୀ ଧନାଇଚରଣ ଟୁଡୁ, ପ୍ରତିମା ନାୟକ ଓ ଶାସ୍ଵତ ପଟନାୟକ ପ୍ରମୁଖ ଉପସ୍ଥିତରହି ଉଦ୍ଘାଟନୀ ଉତ୍ସବ ଅଧିକ ସାଫଲ୍ୟ ମଣ୍ଡିତ କରାଇଥିଲେ ତଥା ଭୋଟର ସହାୟତା କେନ୍ଦ୍ର SIR-26 ର ଅଧିକ ସୂଚନା ପାଇ ଟୋଲଫୀ ନମ୍ଵର 1950 ରେ ଯୋଗାଯୋଗ କରିବାସହ Voter.eci.in ୱେବ୍ସାଇଟ ECINET ମାଧ୍ୟମରେ ବୁକ ଏ କଲ ସହ BLO ଙ୍କ ସହ ଆବଶ୍ୟକ ସହ ଭୋଟର ମାନଙ୍କୁ ଭୋଟର ସମଷ୍ୟା ର ଅଧିକ ସହାୟତା ମିଳିପାରିବ ବୋଲି ସୂଚନା ମିଳିଛି।


ସମ୍ବାଦଦାତା-ମାନସ କୁମାର ସାହୁ