ଶତାୟୁ ମହିଳାଙ୍କ ପରଲୋକ
ବରୀ, ୦୬/୦୬ ( ରଂଜିତ ମହାନ୍ତି ) : ବରୀ ବ୍ଲକ ଅନ୍ତର୍ଗତ ଚନ୍ଦନପୁର ଗ୍ରାମ ପୁର୍ଣ୍ଣମା ଦଣ୍ଡପାଟଙ୍କ ଆଜି ସନ୍ଧ୍ୟା ସମୟରେ ବାର୍ଦ୍ଧକ୍ୟ ଜନିତ ରୋଗରେ ପିଡୀତ ଥିବାରୁ ଆଜି ମୃତ୍ୟୁ ଘଟିଛି। ତାଙ୍କ ମୃତ୍ୟୁ ଖବର ସାରା ଅଞ୍ଚଳରେ ପ୍ରାଚାର ହୋବପରେ ଶୋକର ଛାୟା ଖେଳିଯାଇଥିଲା। ତାଙ୍କ ମୃତ୍ୟୁ ବେଳକୁ ୯୭ ବର୍ଷ ହୋଇଥିଲା। ସ୍ବର୍ଗତ ପୁର୍ଣିମାଙ୍କ ୪ପୁଅ ବଂଧୁ ସହ ୪ଝିଅ ଜ୍ବାଇଁ ଉପସ୍ଥିତ ରହିଥିଲେ। ଶବକୁ ବିରାଟ ଶୋଭାଯାତ୍ରାରେ ଗାଁ ପରିକ୍ରମା କରି ଗାଁ ସ୍ମଶାନରେ ଶବଦାହ କରାଯାଇଥିଲା ସାନପୁଅ ଆରତ ଦଣ୍ଡପାଟ ମୁଖାଗ୍ନୀ ଦେଇଥିଲେ। ନାତି ଯଯାତି କେଶରୀ ବେହେରା, ପ୍ରଭାକର ଦଣ୍ଡପାଟ, ପ୍ରଶାନ୍ତ ଦଣ୍ଡପାଟ, ପ୍ରତାପ ଦଣ୍ଡପାଟ ନାତୁଣୀ କଣ୍ଢେଇ ଦଣ୍ଡାପାଟ, ମିନାରାଣୀ ଦଣ୍ଡପାଟ, ଅନିତା ଦଣ୍ଡପାଟ, ଉପସ୍ଥିତ ରହିଥିଲେ।