ଦୁଇ ମାସ ଧରି ଭତ୍ତା ବନ୍ଦ, ତିଗିରିଆରେ ହିତାଧିକାରୀଙ୍କ ଦୁର୍ଦ୍ଦଶା
କଟକ, ୦୬/୦୬ ( କାହୁଁ ଚରଣ ବାରିକ ) : କଟକ ତିଗିରିଆ ବ୍ଲକ ର ସମସ୍ତ ନିର୍ବାଚିତ ପ୍ରତିନିଧି ସମୂହ ତିଗିରିଆ ର ବୃଦ୍ଧ ବୃଦ୍ଧା ତଥା ସାମାଜିକ ଅନଗ୍ରସର ପାଇଁ ସରକାର ଙ୍କ ଠାରୁ ଭତ୍ତା ପାଉଥିବା ହିତାଧିକାରୀ ମାନେ ଦୁଇମାସ ରୁ ଉର୍ଦ୍ଧ ନପାଇ ନାହିଁ ନଥିବା ଅସୁବିଧା ଭୋଗୁଥିବାରୁ ସେମାନଙ୍କୁ ଯେପରି ଏହି ଭତ୍ତା ତୁରନ୍ତ ଦିଆଯାଉ ଦାବୀ ନେଇ ମଣ୍ଡଳ ଉନ୍ନୟନ ଅଧିକାରୀ ତିଗିରିଆ ଙ୍କୁ ଏକ ଲିଖିତ ଦାବୀ ପତ୍ର ଜଣାଇଛନ୍ତି, ଯଦି ସରକାର ଏହାର ତୁରନ୍ତ ସମାଧାନ ନ କରେ ସମସ୍ତ ନିର୍ବାଚିତ ପ୍ରତିନିଧି ମାନେ ରାଜ ରାସ୍ତା କୁ ଓଲ୍ହାଇକୁ ଚେତାବନୀ ଦେଇଛନ୍ତି।