Hot Posts

6/recent/ticker-posts

କଟକ ନେତାଜୀ ସୁଭାଷ ସେତୁ ତଳେ କାଠଯୋଡ଼ି ନଦୀ ରୁ ମିଳିଲା ଯୁବତୀଙ୍କ ମୃତଦେହ ।

କଟକ, ୦୪/୦୬ ( କାହୁଁ ଚରଣ ବାରିକ ) : କଟକ ନେତାଜୀ ସୁଭାଷ ସେତୁ ତଳେ କାଠଯୋଡ଼ି ନଦୀ ରୁ ମିଳିଲା ଯୁବତୀଙ୍କ ମୃତଦେହ । ପୋଲିସ ଓ ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ପହଞ୍ଚି ପାଣି ରେ ପଡ଼ିଥିବା ଯୁବତୀଙ୍କ ମୃତଦେହ ଉଦ୍ଧାର କରିଛନ୍ତି ପୋଲିସ ଓ ଅଗ୍ନିଶମ ବାହିନୀର କର୍ମଚାରୀ ମାନେ। ଯୁବତୀଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳି ପାରିନାହିଁ।