Hot Posts

6/recent/ticker-posts

ଗୋଶାଳା କର୍ମଚାରିଙ୍କ ସହିତ ରଜ ପାଳନ।

ଯାଜପୁର, ୧୪/୦୬ (ନିରୋଜ କୁମାର ସେଠୀ) : ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ମଧୁବନ ବିପଦର ବନ୍ଧୁ ପରିବାର ଚାରିଟେବୁଲ ଟ୍ରଷ୍ଟ ତରଫରୁ କୋଳଥଳ ସ୍ଥିତ ସଂସ୍କାର ଗୋଶାଳା ସ୍ଥିତ ଠାରେ ଗୋମାତା ଙ୍କ ସେବା ରେ ନିୟୋଜିତ ଥିବା କର୍ମଚାରୀ ମାନଙ୍କ ସହିତ ନିଆରା ଢଙ୍ଗରେ ରେ ରଜ ପର୍ବ ପାଳନ କରାଯାଇଛି ଥିଲା, କର୍ମ ଚାରି ମାନଙ୍କୁ ନୂତନ ବସ୍ତ୍ର, ପିଠା, ମିଠା ଫଳ ପ୍ରଦାନ କରିବା ସହିତ ସମ୍ବର୍ଧନା କରାଯାଇଥିଲା, ଏହି କାର୍ଯ୍ୟକ୍ରମ ରେ ସମ୍ପାଦକ ଗୋପାଳ ପାତ୍ର, କୋଷାଧ୍ୟକ୍ଷ ଭଗବାନ ଦାଶ, ପ୍ରତିଷ୍ଠାତା ନିହାର ରଞ୍ଜନ ଆଚାର୍ଯ୍ୟ, ଅରବିନ୍ଦ ଦାଶ, ସୁମନ୍ତ ରଥ, ସନ୍ତୋଷ କୁମାର ଦାସ, ସୁନିଲ ନାୟକ, ବୈକୁଣ୍ଠ ସାହୁ ପ୍ରମୁଖ ଉପସ୍ଥିତ ଉତ୍ସାହିତ କରିଥିଲେ।