ଡାକ୍ତର ଅଭାବରେ ସାଲେପୁର ସ୍ୱାସ୍ଥ୍ୟସେବା ଧ୍ୱସ୍ତ, ରାସ୍ତାକୁ ଓହ୍ଲାଇଲେ ଲୋକେ
କଟକ, ୧୩/୦୬ ( କାହୁଁ ଚରଣ ବାରିକ ) : କଟକ ଜିଲ୍ଲା ସାଲେପୁର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଅଭାବ ଯୋଗୁ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ଥ ଘଟଣା କୁ ନେଇ ରାସ୍ତା ଅବରୋଧ ହେଉଛି ଧାରଣା ଦିଆଯାଉଛି ହେଲେ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଗତକାଲି ମୁଖ୍ୟ ରାସ୍ତା ମଧ୍ୟ ଅବରୋଧ କରିଥିଲେ ଲୋକେ। ହେଲେ କେବେ ଏହା ଉପରେ ନିଘା ପଡିବ ପ୍ରଶାସନ ର ତାହାକୁ ହିଁ ଅପେକ୍ଷା।