Hot Posts

6/recent/ticker-posts

କାର୍ ଟ୍ରକ ମଧ୍ୟରେ ମୁହାମୁହିଁ ଧକ୍କା ।

କଟକ, ୧୯/୦୬ ( କାହୁଁ ଚରଣ ବାରିକ ) : ବଡମ୍ବା -ନରସିଂହପୁର ମୁଖ୍ୟ ରାସ୍ତାର କମଳାଦେଇପୁର ନିକଟରେ କାର୍ ଟ୍ରକ ମଧ୍ୟରେ ମୁହାମୁହିଁ ଧକ୍କା । ୬୫ ନମ୍ବର ରାଜ୍ୟ ରାଜପଥ ରାସ୍ତା ଜାମ୍ । ଉଭୟ ପାର୍ଶ୍ୱରେ ଅଟକି ରହିଛି ଗାଡ଼ି।ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧରକାର୍ଯ୍ୟ ଆରମ୍ଭ। ତିନି ଗୁରୁତକୁ ଚିକିତ୍ସା ପାଇଁ ନରସିଂହପୁର ମେଡିକାଲରେ ଭର୍ତ୍ତି ।