Hot Posts

6/recent/ticker-posts

ବାସୁଦେବପୁର ପୋଲିସ ଟିମପକ୍ଷରୁ ମେଗା-ହେଲ୍ଥ କେମ୍ପଅନୁଷ୍ଠିତ।

ବାସୁଦେବପୁର, ୧୩/୦୬ ( ନବଦୂତ ) : ସୂଚନାମୁତାବିକ-ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ରେ ବାସୁଦେବପୁର ପୋଲିସ ଟିମ ତରଫରୁ ଏକ ମେଗା ହେଲ୍ଥକେମ୍ପ ରକ୍ତଦାନ ଶିବିର ଏବଂ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ।ଉକ୍ତମେଗା ହେଲ୍ଥକେମ୍ପ ରେ ଭଦ୍ରକଜିଲ୍ଲା ମୁଖ୍ୟ ସୁପରଟେଣ୍ଡେଣ୍ଟ ପୋଲିସ ଶ୍ରୀ ମନୋଜ ରାଉତ ଙ୍କ ଅଧ୍ୟକ୍ଷତାରେ ହେଲ୍ଥକେମ୍ପ ରେ ଉଦ୍ଘାଟଣୀ ରିବନ କାଟିବା ସହ ପୋଲିସି ଟିମ ତରଫରୁ ୧୧୦ ୟୁନିଟ ରକ୍ତଦାନ ତଥା ପରିବେଶ ସୁରକ୍ଷା ପାଇଁ ବୃକ୍ଷ-ହିଁ-ଜୀବନ ପାଇଁ ଛୋଟ ଚାରାଗଛ ରୋପଣ କାର୍ଯ୍ୟକ୍ରମ ରେ ଭଦ୍ରକ ଜିଲ୍ଲା ତଥା ବାସୁଦେବପୁର ପୋଲିସଟିମ ର ରକ୍ତଦାନ ମହାନତା କାର୍ଯ୍ୟପାଇଁ ସ୍ଥାନୀୟ ଜନସାଧାରଣ ପକ୍ଷରୁ ପ୍ରସଂଶା ମିଳିଥିବାର ସୂଚନା ମିଳିଛି।



ସମ୍ବାଦଦାତା-ମାନସକୁମାର ସାହୁ