କଟକ, ୨୪/୦୬ ( କାହୁଁ ଚରଣ ବାରିକ ) : କଟକ ସହରର ଶିଖରପୁର ଅଞ୍ଚଳରେ ଏକ ଅଭାବନୀୟ ତଥା ସନ୍ଦେହଜନକ ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ସେଣ୍ଟ ଜେଭିୟର୍ସ ସ୍କୁଲ (St. Xavier's School) ସାମ୍ନାରେ ଜଣେ ବ୍ୟକ୍ତିଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିବା ସୂଚନା ମିଳିଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇବା ସହ ଏହା ଆତ୍ମହତ୍ୟା ନା ହତ୍ୟା, ସେ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି।
କଟକ ରୁ କାଁହୁ ଚରଣ ବାରିକ ଙ୍କ ରିପୋର୍ଟ
ନବଦୂତnews#
