Hot Posts

6/recent/ticker-posts

ରଜ ମହତ୍ସବର ଶେଷ ଦିବସରେ ରଜ କୁଇନ ପ୍ରତିଯୋଗିତାରେ ଦୁଲୁକିଲା ଆମ୍ର କାନନ

ବେଗୁନିଆ, ୧୮/୦୬ (ମାନସ ରଞ୍ଜନ କର) : ବେଗୁନିଆ ନୂଆସାହିସ୍ଥିତ ପତିତପାବନ ଯୁବକ ସଂଘ ତରଫରୁ ଆୟୋଜିତ ହୋଇଥୀବା ରଜ ମହତ୍ସବର ଶେଷ ଦିବସରେ ରଜ କୁଇନ ପ୍ରତିଯୋଗିତା ହୋଇଥିଲା ସକାଳ ୯ଟା ଠାରୁ ଆରମ୍ଭ ହୋଇ ଅପରାହ୍ନ ୬୍ ୩୦ମିନିଟି ପର୍ଯ୍ୟନ୍ତ ସମସ୍ତ ପ୍ରତିଯୋଗିମାନଙ୍କୁ ନେଇ କୁଇଜ୍‌, ସଂଗିତ ଚେୟାର, ଅନ୍ଧପୁଟିଲ, ପୁଚି, ବିଶେଷ ଆକର୍ଶଣ ରଜ କୁଇନ୍ ଓ ଶ୍ରେଷ୍ଠ ନୃତ୍ୟଶିଳ୍ପି ଚୟନ କରାଯାଇଥିଲା ପରେ ପତିତପାବନ ଯୁବକ ସଂଘର ସଭାପତିଙ୍କ ପୌରହିତରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା ମୁଖ୍ୟଅତିଥି ରାଜସ୍ଵ ନୀରୀକ୍ଷକ ପୂର୍ବତନ ଗ୍ରାମ୍ୟ କମିଟି ସଭାପତି ଲାଲା ଦିଲ୍ଲିପ କୁମାର ରାୟ, ମୁଖ୍ୟବକ୍ତା ଶିକ୍ଷାବିତ ଭାଗିରଥି ପରିଡା, ସମ୍ମାନୀତ ଅତୀଥି ସଭାପତି ଜଗନ୍ନାଥ ମନ୍ଦିର କମିଟି ନୂଆ ସାହି ଦିନ ବନ୍ଧୁ ଦାସ, ସମସ୍ତ ପ୍ରତିଯୋଗିମାନଙ୍କୁ ଅତିଥି ମାନେ ପୁରଷ୍କୃତ କରିଥିଲେ ବଂଶିଧର ସ୍ମୃତି ସଂସଦ ତରଫରୁ ରଜକୁଇନ୍‌ ଓ ରନରସ୍‌ପ ମାନଙ୍କୁ ପୁରଷ୍କୃତ ହୋଇଥିବାବେଳେ ସାହାବାଣି ବିଶୋଇ ସ୍ମୃତିସଂସଦ ତରଫରୁ ଶ୍ରେଷ୍ଠ ନୃତ୍ୟଶିଳ୍ପିଙ୍କୁ ପୁରସ୍କୃତ କରାଯାଇଥିଲା କମିଟିର ଉପଦେଷ୍ଟା ଦିବାକର ସାହୁ ସଭାକାର୍ଯ୍ୟକୁ ସଂଯୋଜନା କରିବା ସହ ସମସ୍ତ ଅତିଥିମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ପତିତପାବନ ଯୁବକ ସଂଘର କର୍ମକର୍ତ୍ତା ଓ ସହଯୋଗିମାନେ ଉକ୍ତ କାର୍ଯ୍ୟ କର୍ମକୁ ସହଯୋଗ କରିସରସ ସୁନ୍ଦର କରିଥିଲେ ଓରଜକୁଇନ୍ ର ପ୍ରଥମ ଲିପ୍ସା ରାଣି କର, ଦିତୀୟ ଇଷ୍ପିତା ଜେନା ତୃତୀୟ ଉକ୍ତଲିକା ସାହୁଙ୍କ ନାମଘୋଷଣା କରିଥିଲେ