Hot Posts

6/recent/ticker-posts

ଜୁନ ୨୨ପର୍ଯ୍ୟନ୍ତ ସମସ୍ତ ମଷ୍ୟଯିବି ମାନଙ୍କୁ ସମୁଦ୍ର କୁ ଜୀବାକୁ ନିଷେଧ।

ଭଦ୍ରକ, ୨୦/୦୬ ( ନବଦୂତ ) : ସୂଚନା ମୁତାବିକ ଭୁବନେସ୍ଵର ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲାର ସମସ୍ତ ମଷ୍ୟଯିବି ମାନଙ୍କୁ ମାଛ ଧରିବା ପାଇଁ ସମୁଦ୍ର ଭିତରକୁ ଯିବାକୁ ନିଷେଧ ଜାରି।ତଥା ଡ଼ାକବାଜି ମାଧ୍ୟମରେ ସୂଚନାମଧ୍ୟ ଦିଆଯାଇଛି। ଜୁନ ୨୨ଯାଇ ସମୁଦ୍ର ଭିତରେ ୫୦ ରୁ ୬୦କିମି ବେଗରେ ପବନ ବହିବାର ଆଡଙ୍କା ଅଛି। ଏଥିସହ ଅଧିକପବନ ହେଲେ ସମୁଦ୍ର ର ଜଳରାଶି ଅଧିକ ବେଗରେ ଓ ଅଧିକ ଉଚ୍ଚତା ରେ ଲହଡି ଡେହୁ ର ଗତି ହେବାଦ୍ୱାରା ମାଛୁଆରା ମାନଙ୍କ ପାଇଁ ବିପଦ ସଂକେତ ର ସୂଚନା ଜାରି ପାଇଁ ସମୁଦ୍ର ଭିତରକୁ ଦଙ୍ଗା, ଲଞ୍ଚ ଅନ୍ୟାନ୍ୟ ସମାନନେଇ ସମୁଦ୍ର କୁ ନ ଜୀବାପାଇ ସତର୍କର ସୂଚନାମିଳିଛି।


ମାନସ କୁମାର ସାହୁ