Hot Posts

6/recent/ticker-posts

ଛାତ୍ରଛାତ୍ରୀଙ୍କ ସମସ୍ୟା ନେଇ କଟକରେ କଂଗ୍ରେସର ମତବିନିମୟ କାର୍ଯ୍ୟକ୍ରମ

କଟକ, ୦୩/୦୬ ( କାହୁଁ ଚରଣ ବାରିକ ) : କଟକ ଶକ୍ତି ନଗର ସ୍ଥିତ କଂଗ୍ରେସ କାର୍ଯ୍ୟାଳୟ ପରିସରରେ ଆଜି ଛାତ୍ର ପକ୍ଷରୁ ଛାତ୍ରଛାତ୍ରୀଙ୍କ ସହ ଏକ ମତବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କଟକ ଯୁବ କଂଗ୍ରେସ ସଭାପତି ଆଡଭୋକେଟ୍ ଡ଼ଃ ବିପ୍ଲବ ଶିଳାଦିତ୍ୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ କଟକ ସହରର ବିଭିନ୍ନ ମହାବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନର ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଯୋଗଦେଇ ଛାତ୍ର ସମାଜର ବିଭିନ୍ନ ସମସ୍ୟା ଓ ସେଗୁଡ଼ିକର ସମାଧାନ ନେଇ ଆଲୋଚନା କରିଥିଲେ।